ନିଜ ବାପା ମା ଙ୍କ ନାମ ଉଜ୍ଜଳ କରିଥାନ୍ତି ଏହି ୩ଟି ନାମ ର ବ୍ୟକ୍ତି

ଏହି ତିନୋଟି ନାମରେ ବ୍ୟକ୍ତି ମାନେ କରିଥାନ୍ତି ନିଜ ବାପା ମାଆ ର ନାମ ଉଜ୍ଜ୍ୱଳ।ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରତ୍ୟେକ ବ୍ୟକ୍ତି ପାଇଁ ତାର ନାମ ବହୁତ୍ ଗୁରୁତ୍ଵ ହୋଇଥାଏ।କାରଣ ନାମ ବିନା କୌଣସି ବ୍ୟକ୍ତିର ସ୍ତାଇତ୍ଵ ନ ଥାଏ।କିନ୍ତୁ କିଛି ଲୋକ ମାନନ୍ତି ଯେ ଗୋଟିଏ ବ୍ୟକ୍ତିକୁ ତାର ନାମରେ ନୁହେଁ କାମରୁ ସମସ୍ତେ ଜାଣନ୍ତି।ସେଥିପାଇଁ ଆଜିକାଲିର ନାମ ଅପେକ୍ଷା କାମକୁ ଅଧିକ ବିଶ୍ୱାସ କରିଥାନ୍ତି।

କୁହାଯାଏ ଯେ ଆପଣ ଯେତେ ବଡ଼ ମଣିଷ ହେଲେ ମଧ୍ୟ ଆପଣଙ୍କ ପ୍ରକୃତ ନାମ ଆପଣଙ୍କ ପଛ କେବେ ବି ଛାଡ଼ି ନଥାଆନ୍ତି।ଆପଣଙ୍କ ରାଶି ଏବଂ ଗ୍ରହ ଆପଣଙ୍କ ନାମର ପ୍ରଥମ ଅକ୍ଷର ଉପରେ ନିର୍ଭର କରିଥାଏ।ତେଣୁ ଆପଣ ନିଜ ନାମକୁ ଗୁରୁତ୍ଵ ଦେବା ବହୁତ୍ ଆବଶ୍ୟକ।ସବୁ ବାପା ମା ନିଜ ପିଲାଙ୍କ ନାମ ବହୁତ୍ ଖୁସିରେ ରଖିଥାନ୍ତି।

ସେଥିପାଇଁ ସମସ୍ତ ସନ୍ତାନ ମାନେ ଚାହାଁନ୍ତି ଯେ ତାଙ୍କ ସନ୍ତାନ ବଡ଼ ହୋଇ ତାଙ୍କ ପାଇଁ କିଛି କାମ କରୁ।ସେଥିପାଇଁ ପ୍ରତ୍ୟେକ ବାପା ମା ନିଜ ପିଲାଙ୍କ ନାମ କରଣ କରିବା ପାଇଁ ବହୁତ୍ ଭାବି ଚିନ୍ତି ନାମ କରଣ କରିଥାନ୍ତି।ଆଜି ଆମେ ଆପଣ ମାନଙ୍କୁ ଏହି ତିନୋଟି ନାମ ବିଷୟରେ କହିବୁ ଯିଏ ବଡ଼ ହୋଇ ବାପା ମା ଙ୍କ ନାମ ଉଜ୍ଜ୍ୱଳ କରିଥାନ୍ତି।

୧.S ନାମକ ବ୍ୟକ୍ତି –

ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ନାମରୁ ଆରମ୍ଭ ହୋଇଥାଏ ସେମାନେ ବହୁତ୍ କାବିଲ୍ ହୋଇଥାନ୍ତି।

ଏମାନେ ପୁଅ କିମ୍ବା ଝିଅ ହୁଅନ୍ତୁ ନିଶ୍ଚୟ ଏମାନେ ବଡ଼ ହୋଇ ନିଜ ବାପା ମା ଙ୍କ ନାମ ଉଜ୍ଜ୍ୱଳ କରିଥାନ୍ତି।

୨.V ନାମକ ବ୍ୟକ୍ତି –

ଯେଉଁ ବ୍ୟକ୍ତିଙ୍କ ନାମ ଏହି ନାମରେ ଆରମ୍ଭ ହୋଇଥାଏ ସେମାନେ ବହୁତ୍ ପରିଶ୍ରମୀ ହୋଇଥାନ୍ତି।ଏମାନେ ଅନ୍ୟମାନଙ୍କୁ ବହୁତ୍ ସମ୍ମାନ ଦେଇଥାନ୍ତି।

ଏହି ନାମର ବ୍ୟକ୍ତି ମାନେ ନିଜ ବାପା ମାଆ ର ନାମ କେବେ ଛୋଟ ହେବାକୁ ଦିଅନ୍ତି ନାହିଁ।

୩.Z ନାମକ ବ୍ୟକ୍ତି –

ଏମାନେ ଅନ୍ୟମାନଙ୍କ ହୃଦୟରେ ଏପରି ସ୍ଥାନ କରିଥାନ୍ତି ଯେ ଏମାନଙ୍କ ମୃତ୍ୟୁ ପରେ ମଧ୍ୟ ଲୋକ ମାନେ ଏମାନଙ୍କୁ ମନେ ପକାଇଥାନ୍ତି।ଏହାର ଅର୍ଥ ଏମାନେ ବହୁତ୍ ଖାସ୍ ହୋଇଥାନ୍ତି।ଏବଂ ଏମାନେ ନିଜ ବାପା ମା ଙ୍କ ନାମକୁ ବହୁତ୍ ଉଜ୍ଜ୍ୱଳ କରିଥାନ୍ତି।ଯଦି ଆପଣଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଛି ତେବେ ଆପଣ ବହୁତ୍ ଭାଗ୍ୟ ଶାଳୀ ଅଟନ୍ତି।

Leave a Reply

Your email address will not be published. Required fields are marked *