ଯେ କୌଣସି ପୁରୁଣା ଯାଦୁ କୁ ମୂଳରୁ ଶେଷ କରନ୍ତୁ ଏହି ଉପାୟ ଦ୍ଵାରା

ଅନେକ ଲୋକ ଯାଦୁ ବା କୁଣ୍ଡିଆ ର ସମସ୍ୟ ପାଇଁ ଚିନ୍ତିତ ଥାନ୍ତି। ଶରୀର ର କୌଣସି ବି ଅଙ୍ଗ ରେ ଅଧିକ ସମୟ ଧରି ମଇଳା ଜମା ରହିବ ଦ୍ଵାରା ସେହି ଜାଗା ରେ ବ୍ୟାକ୍ଟେରିଆ ଦେଖା ଯାଆନ୍ତି ଯାହା ଫଳରେ କି ସେହି ଜାଗା ରେ ଇନ ଫେକ୍ସନ୍ ହୋଇଯାଏ।

ତା ପରେ ସେହି ଜାଗା ରେ ହାଲକା କୁଣ୍ଡେଇ ହେବା ଆରମ୍ଭ ହୋଇଯାଏ। ଯାହାର ଚିକିତ୍ସା ସମୟ ଥାଉଁଥାଉ ନ କଲେ ଭବିଷ୍ୟତ ରେ ଏହା ବଡ଼ ସମସ୍ୟା ରେ ପରିଣତ ହୁଏ।

ତେବେ ଆଜି ଆମେ ଏମିତି କିଛି ଉପାୟ ବିଷୟରେ ଜାଣିବା ଯାହା ଦ୍ଵାରା କି ଆପଣ ପୁରୁଣା ଯାଦୁ କୁ ଅତି ସହଜ ରେ ଠିକ୍ କରି ପାରିବେ।

ଏହି ଉପାୟ କୁ କରିବା ପାଇଁ ଆପଣଙ୍କୁ ଦୁଇଟି ଲବଙ୍ଗ, କଞ୍ଚା ରସୁଣ ର ଗୋଟେ ପାଖୁଡ଼ା ଏବଂ ଏକ ଚାମଚ ନଡ଼ିଆ ତେଲ ର ଆବଶ୍ୟକତା ପଡ଼ିବ।

ଲବଙ୍ଗ ଓ ରସୁଣ ରେ ଫଙ୍ଗଲ୍ ମାନଙ୍କ ସହ ଲଢ଼ିବା ପାଇଁ ତତ୍ତ୍ଵ ମହଜୁତ୍ ଥାଏ।

ସର୍ବ ପ୍ରଥମେ ରସୁଣ ଓ ଲବଙ୍ଗ କୁ ଭଲ ଭାବରେ ପେଶି ଦିଅନ୍ତୁ। ଏହି ପେଷ୍ଟ ରେ ଏକ ଚାମଚ ନଡ଼ିଆ ତେଲ ମିଶାଇ ଦିଅନ୍ତୁ। ଏବଂ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ।

ଏହାକୁ ଯାଦୁ ବା କୁଣ୍ଡେଇ ହେଉଥିବା ଜାଗା ରେ ଲଗାନ୍ତୁ।

ଦେଖିବେ କିଛି ଦିନ ମଧ୍ୟ ରେ ଯାଦୁ ବା କୁଣ୍ଡେଇ ହେବା ସମସ୍ୟା ରୁ ଆପଣକୁ ମୁକ୍ତି ମିଳିଯିବ।

Leave a Reply

Your email address will not be published. Required fields are marked *