ଶନିବାର ଦିନ  ଏସବୁ  କରନ୍ତୁ ଭଗବାନ  ଶନିଦେବ ଆପଣଙ୍କ ଜୀବନରେ ଶୁଖଃ ଶାନ୍ତିରେ ଭରିଦେବେ

ଶନିଦେବ ଙ୍କୁ ନେଇ ଆମ ମନରେ ଭୟ ଏବଂ ଡର ରହିଥାଏ ଯେ ଶନି ଯାହା ଜାତକରେ ପ୍ରବେଶ କରନ୍ତି ତାଙ୍କ ଜୀବନ ଦୁଃଖ ଏବଂ  ଯନ୍ତ୍ରଣା  ରେ ଭରିଯାଏ I  ଶନି କିନ୍ତୁ ଯେତିକି କ୍ଷତି କରନ୍ତି  ଶାସ୍ତ୍ର ଅନୁଯାଇ ଯଦି  ଆମେ ଶନିଦେବ ଙ୍କର ସଠିକ ପୂଜା ପାଠ କରିବା ତେବେ ଶନି ଦେବ ଆପଣଙ୍କ ଜୀବନରୁ ଦୁଃଖ ଯନ୍ତ୍ରଣା ଦୂର କରିଦେଇ ଆପଣଙ୍କ ଜୀବନକୁ ସଫଳତାରେ ଭରି ଦେବେ I ଶାସ୍ତ୍ର  ଅନୁଯାଇ ଶନିବାର କୁ ଶନିଦେବ ଙ୍କ ପ୍ରିୟ ବାର କୁହାଯାଏ I ଶନିଦେବ ଙ୍କୁ   ସନ୍ତୁଷ୍ଟ ପାଇଁ ଶନିବାର ଦିନ ସୂର୍ଯ୍ୟାସ୍ତ ପରେ ଦକ୍ଷିଣ ଦିଗକୁ ମୁଁହ କରି ଘରେ କିମ୍ବା ଶନି ମନ୍ଦିରରେ  ରାଶି ତେଲରେ  ଦୀପ ଟିଏ ଜଳାନ୍ତୁ  ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହେବେ I   ଶନିବାର ଦିନ ଡ଼ଙ୍ଗା ର ଏକ କଣ୍ଟା ଆଣି ଘର ଦୁଆର ବନ୍ଧ ରେ ବାଡାନ୍ତୁ , ଏହାଦ୍ୱାରା ଶନିଦେବ ଙ୍କ  ଶୁଭ ଦୃଷ୍ଟି ଆପଣଙ୍କ ଉପରେ ଶୁଭ ଫଳ ଦେଇଥାଏ I

 ଯଦି ଆପଣ ଭାବୁଛନ୍ତି ଯେ ଶନିଦେବ ଙ୍କର ଆପଣଙ୍କ ଉପରେ କୋପ ଦୃଷ୍ଟି ପଡିଛି ବୋଲି ତେବେ ଶନିବାର ଦିନ  ଏକ କଳା ଘୋଡାର ନାଲ  ଆଣି ମୁଦି ତିଆରି କରି ହାତରେ ପିନ୍ଧନ୍ତୁ ଶନିଦେବ  ଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରୁ ଦୂରେଇଯିବ I ଶନିବାର ଦିନ ବାଡ଼ି ଅଁଳା ଚେର ପାଖରେ ରଖନ୍ତୁ , ଏହା ଦ୍ୱାରା ଶନିଦେବ  ଙ୍କ ଅଶୁଭ ନଜର ମଧ୍ୟ ଆପଣଙ୍କ ଠାରୁ ଦୁରେଇ ଯିବ I  ଶନିବାର ଦିନ ସକାଳୁ  ଶନିଦେବ ଙ୍କର ପ୍ରିୟ କାଉ କୁ ଖାଇବାକୁ ଦିଅନ୍ତୁ ସବୁ ନକରାତ୍ମକ ଦୋଷ କଟିଯିବ I  ଶନି ବାର ଦିନ ଶନିଦେବ ଙ୍କ ମନ୍ତ୍ର ଜପ କରନ୍ତୁ :-ନୀଲାଂଜନ ସମାଭାସଂ ରଵିପୁତ୍ରଂ ୟମାଗ୍ରଜମ |ଛାୟା ମାର୍ତାଂଡ ସଂଭୂତଂ ତଂ ନମାମି ଶନୈଶ୍ଚରମ ||ଭଗବାନ ଶନିଦେବ ଆପଣଙ୍କ ଜୀବନରୁ କୋପ ଦୃଷ୍ଟି ଦୂରେଇ ଦେଇ  ସୁଖ ଶାନ୍ତି ରେ  ଭରିଦିଅନ୍ତୁ  ଦୟାକରି SHARE  କରି ଅନ୍ୟ  ସମସ୍ତ ଙ୍କ ସହିତ ମଧ୍ୟ ଶନିଦେବ ଙ୍କ  ପ୍ରସନ୍ନତା ର ସରଳ ଉପାୟ ଜଣାନ୍ତୁ I

[email protected]

Leave a Reply

Your email address will not be published. Required fields are marked *