ଓଡ଼ିଶାର 14ଟି ଆଶ୍ଚର୍ଯ୍ୟଜନକ ଘଟଣା , ଯାହା ଆପଣ ଙ୍କୁ ଚକିତ କରିଦେବାକୁ ବାଧ୍ୟ ହେବ

ସଂସ୍କୃତି କଳା ପାଇଁ ସାରା ବିଶ୍ୱରେ ପରିଚିତ ଓଡିଶା”ର କିଛି ଏପରି ଆଶ୍ଚର୍ଯ୍ୟଜନକ ଜାଗା ଘଟଣା ଅଛି ଯାହା ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ I 1) ଆମ ରାଜଧାନୀ ରେ ପାଖାପାଖି 600 ରୁ ଉର୍ଧ ମନ୍ଦିର ଅଛି ଯେଉଁଥିପାଇଁ ଏହାକୁ ମନ୍ଦିରମାଳିନୀ ସହର ବୋଲି କୁହାଯାଏ I

2) ଓଡ଼ିଶାର ଖଣ୍ଡଗିରି ଗୁମ୍ଫା ଦୁନିଆର ସବୁଠୁ ପୁରୁଣା ଗୁମ୍ଫା ଅଟେ I
3) ଓଡ଼ିଶାର ପୁରୀ ମନ୍ଦିର ବିଶ୍ୱର ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଅନ୍ୟତମ I ଏହି ମନ୍ଦିର ର ବହୁ ଆଶ୍ଚର୍ଯ୍ୟଜନକ ଘଟଣା ରହିଛି I ସାରା ଓଡିଶା ବାସୀଙ୍କର ପ୍ରିୟ ଭଗବାନ ଜଗନ୍ନାଥ ଅଟନ୍ତି I 4) ଭାରତ ର ଅଧିକାଂଶ ମିସାଇଲ ଓଡ଼ିଶାର Wheeler Island,( ବର୍ତମାନ ର ଏ ପି ଯେ ଅବଦୁଲ କାଲାମ Island ) ପରୀକ୍ଷଣ କରାଯାଇଥିଲା I 5) ଏସିଆ ର ସବୁଠୁ ବଡ ଗାଁ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମ ଅଟେ I

6) ସମ୍ବଲପୁର ର ହୀରାକୁଦ ଡ୍ୟାମ ଦୁନିଆର ସବୁଠୁ ବଡ ତଥା ଚତୁର୍ଥ ବଡ ଡ୍ୟାମ ଅଟେ I 7) ଓଡ଼ିଶାର ଚିଲିକା ହ୍ରଦ ଦୁନିଆର ସବୁଠୁ ଲୁଣି ପାଣିର ମର୍ଯ୍ୟାଦା ପାଇଛି I 8) ଓଡିଶା ର ବରଗଡ଼ ଧନୁଯାତ୍ରା ଦୁନିଆର ସବୁଠୁ ବଡ ଖୋଲା ମଞ୍ଚ ଭାବେ ମାନାଯାଏ I

9) ଓଡ଼ିଶାର ଧର୍ମା ପୋର୍ଟ ସବୁଠାରୁ ଗଭୀର ଅଟେ 10) ମନ୍ଦିର ଭିତରେ ଓଡ଼ିଶାର କପିଳାଶ ମନ୍ଦିର ରେ ସବୁଠୁ ଅଧିକ ପାହାଚ ଅଛି I
11) ଓଡ଼ିଶାର ରହୁଥିବା କୁମ୍ଭୀର ଏସିଆ ର ସବୁଠୁ ବଡ କୁମ୍ଭୀର I 12) ଓଡ଼ିଶାର ନନ୍ଦନକାନ ଏସିଆ ର ଚିଡିଆଖାନା ମଧ୍ୟରୁ ଅନ୍ୟତମ I
13) ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର ଏକ ନମ୍ବର I 14) ଭାରତ ର ସାତଟି ଆଶ୍ଚର୍ଯ୍ୟ ମଧ୍ୟରୁ କୋଣାର୍କ ଅନ୍ୟତମ

Leave a Reply

Your email address will not be published. Required fields are marked *