ଦୁର୍ଘଟଣା କାହିଁକି ହୁ‍ଏ ?? |ଦୁର୍ଘଟଣା ରୁ ବର୍ତ୍ତିବା ପାଇଁ କରନ୍ତୁ ଏହି ଛୋଟିଆ ପ୍ରତିକାର

ଦୁର୍ଘଟଣା କେବେ କିପରି ଘଟିଥାଏ ତାହା କହିହୁଏନି I ଏହା ଅଚାନକ ହେଇଥାଏ ଏବଂ ଅନେକ ଜୀବନ ଦୀପ ଲିଭାଇଦେଇଥାଏ I କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କର ବାରମ୍ବାର ଦୁର୍ଘଟଣା ଘଟିଥାଏ I କାର କିମ୍ବା ବାଇକ ଦୁର୍ଘଟଣାରେ ଶିକାର ହେଇ ହାତ ଗୋଡ ଭାଙ୍ଗିଥାଏ I ଶାସ୍ତ୍ର ରେ କୁହାଯାଇଛି ବାରମ୍ବାର ଦୁର୍ଘଟଣା ଗ୍ରହ ଦୋଷ ରୁ ହେଇଥାଏ I

କେବଳ ରାହୁ ଙ୍କ କୋପ ପଡିଲେ ଦୁର୍ଘଟଣା ଘଟିଥାଏ I ଶାସ୍ତ୍ର ଅନୁଯାଇ ରାହୁଙ୍କର ସବୁଠୁ ପ୍ରିୟ ହେଉଛି ଚନ୍ଦନ I ଯଦି ଆପଣଙ୍କ ପରିବାର ର କାହା ସହିତ ଏପରି ଘଟୁଥାଏ ତେବେ ସେହି ଲୋକଙ୍କ ମଥାରେ ଚନ୍ଦନ ର ଏକ ଟିପା ଲଗାଇଦିଅନ୍ତୁ ଏବଂ ପାକେଟ ରେ ଏକ ଦୁବ ଘାସ ରଖିଦିଅନ୍ତୁ I ଏହାଦ୍ୱାରା ରାହୁ ପ୍ରସନ୍ନ ହେଇଥାନ୍ତି ଏବଂ ସମସ୍ତ ଦୁର୍ଘଟଣା କୁ ନିଜେ ଦୁରେଇ ରଖିଥାନ୍ତି I

Leave a Reply

Your email address will not be published. Required fields are marked *