ସଖାକୁ ଉଠିବା ମାତ୍ରକେ କରନ୍ତୁ ଏହି ଗୋଟିଏ କାମ

ଆଜି ମୁଁ ଆପଣଙ୍କୁ କହିବି ସକାଳୁ ଉଠିବା ମାତ୍ରେ ଏମିତି କଣ କରିବେ ଯାହା ଦ୍ବାରା ଆପଣଙ୍କର ଧନର ଅଭାବ ହେବ ନାହିଁ।ଯେତେବେଳେ ସକାଳ ସମୟରେ ପ୍ରଥମେ ଆପଣ ଉଠୁଛନ୍ତି ସର୍ବପ୍ରଥମେ ନିଜର ହାତର ପାପୁଲିକୁ ଦର୍ଶନ କରନ୍ତୁ।

ଓ ସେହି ପାପୁଲିକୁ ମୁହଁରେ ସ୍ପର୍ଶ କରାନ୍ତୁ।ଯେହେତୁ ଆମ ହାତରେ ବ୍ରହ୍ମା,ବିଷ୍ଣୁ ଆଉ ଲକ୍ଷ୍ମୀଙ୍କ ବାସ ହୋଇଥାଏ।

ଯଦି ଆପଣ ସବୁଠୁ ପ୍ରଥମେ ଆପଣଙ୍କର ହାତର ପାପୁଲିକୁ ଦେଖିଥାନ୍ତି ତେବେ ବ୍ରହ୍ମା,ବିଷ୍ଣୁ ଓ ମା ଲକ୍ଷ୍ମୀ ଙ୍କ ଦର୍ଶନ କରିଥାନ୍ତି।

ଏହାଦ୍ଵାରା ଆପଣଙ୍କର ଧନ ପ୍ରାପ୍ତିର ସମ୍ଭାବନା ବଢ଼ିଯାଇଥାଏ।ଏପରି କରିବା ଦ୍ବାରା ଆପଣଙ୍କର ଜୀବନରେ କୌଣସି କଠିନ ପରିସ୍ଥିତି ଆସି ନ ଥାଏ।ଏବଂ ଆପଣଙ୍କ ଦିନ ଚର୍ଯା ବି ବହୁତ୍ ଭଲ ଆଉ ଶୁଭ ରହିଥାଏ।
ଏବେ ଆସନ୍ତୁ ଦ୍ଵିତୀୟ ଉପାୟ ଟି ଜାଣିବା।

ସକାଳୁ ଉଠି ସୂର୍ଯ୍ୟଙ୍କୁ ଅର୍ଘ୍ୟ ନିଶ୍ଚିତ ରୂପେ ଦିଅନ୍ତୁ।କାରଣ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଦ୍ବାରା ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ବଳବାନ୍ ହୋଇଥାନ୍ତି। ତା ସହିତ ଯେଉଁ ଲୋକମାନେ ସରକାରୀ ଚାକିରି ପାଇବାର ଇଚ୍ଛା ରଖିଥାନ୍ତି ସେମାନେ ସକାଳେ ସକାଳେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ନିଶ୍ଚିତ ରୂପେ ଦିଅନ୍ତୁ।ଓ ଅର୍ଘ୍ୟ ଦେବା ସମୟରେ ଏହି କଥାକୁ ଧ୍ୟାନ ରଖନ୍ତୁ କି ଯେଉଁ ଜଳ ଆପଣ ସୂର୍ଯ୍ୟଙ୍କୁ ଅର୍ପଣ କରୁଛନ୍ତି ତାହା ତମ୍ବାର ପାତ୍ରରେ ଅର୍ପଣ କରନ୍ତୁ।

ଓ ସେଥିରେ କିଛି ଚାଉଳ ମଧ୍ୟ ଅର୍ପଣ କରନ୍ତୁ।

ଏହାଦ୍ଵାରା ଆପଣଙ୍କ କୁଣ୍ତଳିରେ ସୂର୍ଯ୍ୟ ବଳବାନ୍ ହୋଇଥାନ୍ତି।ଓ ଆପଣଙ୍କ ଉପରେ ପ୍ରସନ୍ନ ମଧ୍ୟ ରହିଥାନ୍ତି।

ସରକାରୀ ଚାକିରି କ୍ଷେତ୍ରରେ ସୂର୍ଯ୍ୟ ଯେହେତୁ କାରକ୍ ହୋଇଥାନ୍ତି ଏଥିପାଇଁ ଆପଣ ସରକାରୀ ଚାକିରୀରେ୍ ଅର୍ଘ୍ୟ ଦେବା ଦ୍ବାରା ବହୁତ୍ ଫାଇଦା ହୋଇଥାଏ।
ଏବେ ଆସନ୍ତୁ ତୃତୀୟ ଉପାୟ ଜାଣିବା
ସକାଳୁ ଉଠିବା ପରେ ଘରେ ଝାଡୁ ଦେବା ନିଶ୍ଚିତ ଆବଶ୍ୟକ।ଯେଉଁ ଘରେ ଝାଡୁ ସକାଳେ ଲାଗିଥାଏ।ଏବଂ ଯେଉଁ ଘରେ ସନ୍ଧ୍ୟା ସମୟରେ ଝାଡୁ ଦିଅନ୍ତି ସେହି ଘରେ ମା ଲକ୍ଷ୍ମୀ ରହନ୍ତି ନାହିଁ।

Leave a Reply

Your email address will not be published. Required fields are marked *