ତେଜ ପତ୍ର ର ୧୦ ଟି ଔଷଧୀୟ ଗୁଣ

ଆପଣମାନେ ତେଜପତ୍ରକୁ ତ ମସଲା ରୂପେ ବ୍ୟବହାର କରିଥିବେ।କିନ୍ତୁ ଆପଣମାନେ ଜାଣି ନ ଥିବେ ତେଜ ପତ୍ରର ମସଲା ଛଡା ଆହୁରି ବହୁତ୍ ଉପାୟରେ ମଧ୍ୟ ବ୍ୟବହାର କରାଯାଇପାରେ।
୧.ତେଜପତ୍ର ଖାଇବା ଦ୍ବାରା ମଧୁମେହ ସମସ୍ୟାରୁ ଆରାମ ମିଳିଥାଏ।ଯଦି ଆପଣଙ୍କର ଡାଇବେଟିସ ଅଛି ତେବେ ତେଜପତ୍ର ଖାଆନ୍ତୁ ଦେଖିବେ ସମସ୍ୟାରୁ ନିଶ୍ଚୟ ମୁକ୍ତି ମିଳିବ।

୨.ତେଜପତ୍ର କୁ ନିୟମିତ ଖାଇବା ଦ୍ବାରା ପାଚନ କ୍ରିୟା ଠିକ୍ ହୁଏ ଏବଂ ପେଟ ସହିତ ଜଡ଼ିତ ସମସ୍ୟାରୁ ମୁକ୍ତି ମିଳିଥାଏ।

୩.ରାତିରେ କିଛି ତେଜପତ୍ର ର ଡେମ୍ଫକୁ ପାଣିରେ ମିଶାଇ ପିଅନ୍ତି ଦେଖିବେ ଆପଣଙ୍କୁ ନିଦ ବହୁତ୍ ଭଲ ଭାବେ ହେବ।

୪.ତେଜପତ୍ର ର ଲେପକୁ ଯଦି ମୁହଁରେ ଲଗେଇବେ ତେବେ ଆପଣଙ୍କ ମୁହଁ ଯଦି ଶ୍ୟାମଳ ଦେଖାଯାଉଥିବ ବା ମଳିନ ଦେଖାଯାଉଥିବ ଦେଖିବେ ଏହା କମିଯିବ।ଆଉ ବ୍ରଣ ସମସ୍ୟାରୁ ମଧ୍ୟ ମୁକ୍ତି ପାଇବେ।

୫.ଯଦି ଆପଣ କିଡନୀ ବା କିଡନୀ ଷ୍ଟୋନ ପାଇଁ ଚିନ୍ତିତ ଅଛନ୍ତି ତେଜପତ୍ର କୁ ପାଣିରେ ଫୁଟାଇ ପୀଆନ୍ତୁ ଦେଖିବେ ଏହି ସମସ୍ୟାରୁ ମୁକ୍ତି ମିଳିବ।

୬.ଯଦି ଆପଣଙ୍କ ଦାନ୍ତ ବହୁତ୍ ହଳଦିଆ ପଡ଼ିଛି ତେବେ ତେଜପତ୍ର କୁ ଦାନ୍ତରେ ଘଷିବା ଦ୍ବାରା ଦାନ୍ତ ଆପଣଙ୍କର ଧଳା ହେବ।ଆଉ ତେଜପତ୍ର ପାଣି ପିଇବା ଦ୍ବାରା ପାଟି ଗନ୍ଧାଉଥିବା ସମସ୍ୟା ରହିବ ନାହିଁ।

୭.ଯଦି ଆପଣଙ୍କୁ ଥଣ୍ଡା କିମ୍ବା କାଶ ହେଉଛି ତେବେ ତେଜପତ୍ର ତ ମହସ୍ଵଧି।ତେଜପତ୍ର କୁ ଖାଇବା ଦ୍ବାରା ଥଣ୍ଡା,କାଶ,ଆଉ ଜ୍ଵର ଛାଡ଼ି ପଳେଇବ।

୮.ତେଜପତ୍ର ଖାଇବା ଦ୍ବାରା ଭୋକ କମ୍ ଲାଗୁଥିଲେ ଭୋକ ବଢିବ।

୯.ତେଜପତ୍ର ଦ୍ବାରା ମୁଣ୍ଡ ବିନ୍ଧା ସମସ୍ୟା ଅର୍ଦ୍ଧକପାଲି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ।

୧୦.ତେଜପତ୍ର ଦ୍ବାରା କ୍ୟାନ୍ସର ଭଳି ରୋଗରୁ ମୁକ୍ତି ମିଳିପାରିବ।ତେଜପତ୍ର ନିୟମିତ ବ୍ୟବହାର କରନ୍ତୁ ଦେଖିବେ କ୍ୟାନ୍ସର ଜମା ବି ହେବ ନାହିଁ।

Leave a Reply

Your email address will not be published. Required fields are marked *