ଶ୍ରାବଣ ସୋମବାର ସକାଳୁ ଗାଈକୁ ଏହି ଗୋଟିଏ ଜିନିଷ ଖାଇବାକୁ ଦେବା ଦ୍ୱାରା ପ୍ରଭୁ ଶିବ ପ୍ରସନ୍ନ ହେଇଥାନ୍ତି

ବର୍ଷକ ବାର ମାସ ମଧ୍ୟରୁ ସବୁଠାରୁ ପବିତ୍ର ମାସ ହେଉଛି ଶ୍ରାବଣ ମାସ I ଏହି ଶ୍ରାବଣ ମାସରେ ଶିବ ଙ୍କୁ ପୂଜା କରିବା ଦ୍ୱାରା ସ୍ୱୟଂ ଶିବ ପ୍ରସନ୍ନ ହେଇଥାନ୍ତି I ଏହି ମାସରେ ଶିବ ଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ଟିଏ ଶହ ଶହ କିଲୋମିଟର ଖାଲିପାଦରେ କାନ୍ଧ ରେ ବାହୁଙ୍ଗି ରେ ପାଣି ନେଇ ପ୍ରଭୁ ଶିବ ଙ୍କୁ ଜଳାଭିଷେକ କରିଥାଏ I ବିଶ୍ୱାସ ରହିଛି କି ଶ୍ରାବଣ ମାସରେ ପ୍ରଭୁ ଶିବ ଙ୍କୁ ଜଳାଭିଷେକ କରିବା ଦ୍ୱାରା ଶିବ ପ୍ରସନ୍ନ ହେଇଥାନ୍ତି I ଏବଂ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି I

  ବିଶ୍ୱାସ ରହିଛି କି  ଶ୍ରାବଣ ମାସ ସୋମବାର ରେ ଚାନ୍ଦି ରୁପାରେ ତିଆରି ତ୍ରିଶୂଳ ,ଅସଲି ରୁଦ୍ରାକ୍ଷ ,ଡମ୍ବରୁ & ରୁପାର ଚନ୍ଦ୍ର ଘରକୁ ଏହା ଆଣିବା ଦ୍ୱାରା ଘରେ ଶାନ୍ତି ବଜାୟ ରହିଥାଏ Iଏହା ଛଡା ପ୍ରଭୁ ଶିବ ଙ୍କ ସବୁଠାରୁ ପ୍ରିୟ ହେଉଛନ୍ତି ନନ୍ଦୀ ଷଣ୍ଢ ବା ବୃଷଭ ,ଏବଂ ଶିବ ମନ୍ଦିର ସାମ୍ନାରେ ସର୍ବଦା ସେ ଜଗି ରହିଥାଏ I ସେଥିପାଇଁ କୁହାଯାଏ ପ୍ରଭୁଙ୍କୁ ଯାହା ଜଣାଇବା କଥା ଷଣ୍ଢ ଆଗରେ ପ୍ରଭୁଙ୍କ ପାଖରେ ପହଞ୍ଚିଯାଏ I ସୋମବାର ସକାଳୁ ଉଠି ସ୍ନାନ ସାରି ବୃଷଭ କିମ୍ବା ଗାଈକୁ ସଜ ଘାସ ଖାଇବାକୁ ଦିଅନ୍ତୁ ଏହାଦ୍ୱାରା ପ୍ରଭୁ ଶିବ ଅତ୍ୟନ୍ତ ପ୍ରସନ୍ନ ହେଇଥାନ୍ତି

Leave a Reply

Your email address will not be published. Required fields are marked *