ଏହି ୭ ଟି କାରଣ ପାଇଁ ପୁରୁଷ ମାନଙ୍କ ମଧ୍ୟରେ ହୋଇଥାଏ ଶୁକ୍ରାଣୁ ର ଅଭାବ

ଆଜି କାଲି ର ଲାଇଫ ଷ୍ଟାଇଲ ଓ ଖାଦ୍ୟ ପଦାର୍ଥ ମନୁଷ୍ୟ ଉପରେ ବହୁତ୍ ପ୍ରଭାବ ପକାଇଛି।

ଶୁକ୍ରାଣୁ ର ଅଭାବ ଆଜି କାଲି ର ଯୁବ ପୀଢ଼ି ମାନଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ଗଲାଣି। ଏହାକୁ ବୈଜ୍ଞାନିକ ଭାଷା ରେ ଆଲିଗୋ ସ୍ପର୍ମିଆ କୁହା ଯାଏ।

ଏହି ରୋଗ ଯଦି ସ୍ତ୍ରୀ କୁ ହୋଇଯାଏ ତାହେଲେ ତା ସ୍ତ୍ରୀ କେବେ ଗର୍ଭ ଧାରଣ କରି ପାରେ ନାହିଁ।

ତେବେ ଆଜି ଆମେ ଜାଣିବା ଏପରି କିଛି କାରଣ ଯାହା ପାଇଁ କି ପୁରୁଷ ମାନଙ୍କ ମଧ୍ୟ ରେ ଶୁକ୍ରାଣୁ ର ପରିମାଣ କମିଯାଏ।

୧- ଅବୈଧ ନିଶା ଓ ଔଷଧ ର ବ୍ୟବହାର କାରଣ ରୁ ପୁରୁଷ ମାନଙ୍କ ମଧ୍ୟରେ ଶୁକ୍ରାଣୁ ର ଅଭାବ ଦେଖା ଦେଇଥାଏ। ଏଥି ପାଇଁ ଭୁଲ୍ ରେ ବି କୋକେନ୍ ବା ଗଞ୍ଜେଇ ଭଳି ନିଶା ଜାତୀୟ ଦ୍ରବ୍ୟ ସେବନ କରନ୍ତୁ ନାହିଁ।

୨- ମଦ ସେବନ କରିବା ଦ୍ୱାରା ଆମ ଶରୀର ରେ ତିଆରି ହେଉଥିବା ଟେଷ୍ଟୁ ସ୍ତିରନ୍ ହର୍ମୋନ କମି ଯାଇ ଥାଏ ଯାହା ଫଳ ରେ କି ଅଣ୍ଡ କୋଷ ରେ ସୁକ୍ରନ୍ତୁ ର ପରିମାଣ କମି ଯାଇଥାଏ।

୩- ବିଡି ବା ସିଗାରେଟ୍ ଟାଣିବା ଦ୍ଵାରା ଆମର ଶୁକ୍ରନ୍ତୁ ଉତ୍ପନ କରିବା କ୍ଷମତା କମି ଯାଇଥାଏ ଯାହାର ପ୍ରଭାବ ଆମର ଜୀବନ ଉପରେ ପଡ଼ିଥାଏ। ଓ ନିଃ ସନ୍ତାନ ହେବାକୁ ପଡ଼ିଥାଏ।

୪- ଅଧିକ ସମୟ ପର୍ଯ୍ୟନ୍ତ ସାଇକେଲ ର ସିଟ୍ ଉପରେ ବସି ଯଦି ତାକୁ ଚଲା ଯାଇ ତାହେଲେ ଅଣ୍ଡ କୋଷ ଏ ସିର ସବୁ ଦାବି ଯାଇଥାଏ ଯାହା ପାଇଁ ଶୁକ୍ରାଣୁ ଉତ୍ପନ କମି ଯାଇଥାଏ।

୫- ଅଣ୍ଡ କୋଷ କୁ ଯଦି ଅଧିକ ଗରମ୍ ପହଞ୍ଚୁ ଥାଏ ତାହେଲେ ଶୁକ୍ରାଣୁ ଉତ୍ପନ ବହୁତ୍ ପରିମାଣ ରେ କମି ଯାଇଥାଏ।

Leave a Reply

Your email address will not be published. Required fields are marked *