ଗତକାଲି ସ୍ୱାଧୀନତା ଦିବସ ରେ ଲାଗୁ ହେଇଥିବା ନୂଆ ନିୟମ ଏବଂ ବଡ ଖବର ବିଷୟରେ ଜାଣନ୍ତୁ

ଗତକାଲି ଅଗଷ୍ଟ ପନ୍ଦର ରେ ସାରାଦେଶରେ ୭୨ତମ ସ୍ୱାଧୀନତା ଦିବସ ପାଳନ ହେଇଯାଇଛି I ଏହି ସ୍ୱାଧୀନତା ଦିବସ ଅବସରରେ ଦେଶରେ କିଛି ଏମିତି ନୂଆ ଖବର ଆସିଛି ଯାହା ଦେଶର ସମସ୍ତ ନାଗରିକ ଜାଣିବା ଆବଶ୍ୟକ I 1)ଗତକାଲିଠୁ ମୋଦିଙ୍କ ଆୟୁସ୍ମାନ ଯୋଜନା ଲାଗୁହେଇଛି ଯାହାକି ସାରାଦେଶରେ ଗରିବୀ ମାନଙ୍କ ପାଇଁ ଫାଇଦା ହେବ I

ପାଞ୍ଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା କବଚ 10ଲକ୍ଷ ଗରିବ ଲୋକଙ୍କ ପରିବାର ପାଇଁ ଉପଲବ୍ଧ ହେବ I ଏହାକୁ ଗତକାଲି ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଶୁଭାରମ୍ଭ କରିଛନ୍ତି ଏହା ସମସ୍ତ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ରେ ଲାଗୁ ହେବ I

2)ଗତକାଲିଠୁ ରେଳ ବିଭାଗ ର 300ଟ୍ରେନ ର ଆତାୟାତ ଏବଂ ଯାତାୟାତ ସମୟ ପରିବର୍ତନ କରାଯାଇଛି ,ଯଦି ଆପଣ ଅଗଷ୍ଟ 16 ରୁ କେଉଁଆଡକୁ ଯିବାକୁ ଚାଁହୁଛନ୍ତି ତେବେ ଆପଣନୂତନ ଟ୍ରେନ ର ସମୟ IRCTC ର ୱେବସାଇଟ ରୁ ଦେଖିନିଅନ୍ତୁ I

3)ଅଗଷ୍ଟ ପନ୍ଦର ରୁ ଜିଓ ଫୋନ -2 ର ବିକ୍ରି ଆରମ୍ଭ ହେଇଯାଇଛି I ଯଦି ଆପଣ ଏହାକୁ କିଣିବାକୁ ଚାଁହୁଛନ୍ତି ତେବେ ମାଇଁ ଜିଓ ଆପ୍ସ କିମ୍ବା ଜିଓ ଡଟ କମ ର ୱେବସାଇଟ ଭିଜିଟ କରି ବୁକିଂ କରିପାରିବେ I 4

)ଏହା ସହିତ ଜିଓ ର ସବୁଠାରୁ ଚର୍ଚ୍ଚା ରେ ଥିବା ଗିଗା ଟିଭି ଅଗଷ୍ଟ ପନ୍ଦର ରୁ ରେଜିଷ୍ଟ୍ରେସନ ଆରମ୍ଭ ହେଇଯାଇଛି ,ଯାହାକି 600 ଉଞ୍ଚ କ୍ଷମତା ସମ୍ପର୍ଣ୍ଣ ଚାନେଲ ସହିତ ଉପଲବ୍ଧ ହେବ I

Leave a Reply

Your email address will not be published. Required fields are marked *