ପ୍ରକୃତ ରେ ଝିଅ ଭଲ ପାଉଥିଲେ ନିହାତି କରିବା ଏହି ୩ ଟି କାମ

କଥା ରେ ଅଛି ନାରୀ ର ମାୟା ନାରାୟଣୀ ଙ୍କୁ ଅଗୋଚର। ତେଣୁ ସତ କହିବାକୁ ଗଲେ ଯଦି ଝିଅ ଟେ ଆପଣକଂ ସହ କଥା ହଉଛି ହେଲେ ସେ ଆପଣଙ୍କୁ କହୁନାହିଁ ସେ ଆପଣକୁ ଭଲ ପାଉଛି କି ନାହିଁ ତେବେ ଆପଣ ନିଶ୍ଚିତ ଭାବରେ ମନରେ ମନରେ ଚିନ୍ତିତ ଥିବେ କି ସେ ଆପଣଙ୍କୁ ଭଲ ପାଉଛି କି ନାହିଁ।

ଆଉ ଆପଣ ମଧ୍ୟ ତାକୁ ପଚାରି ପରୁନଥିବେ କାହିଁକି ନା ଆପଣ ଭାବୁଥିବେ କି ହୁଏତ ପଚାରି ଦେଲେ ସେ ଖରାପ୍ ଭାବିବ କିମ୍ବା ପଚାରିଲେ ମଧ୍ୟ ସେ କହୁଥିବା।

ତେବେ ଆଜି ଜାଣିବା ୩ ଟି କଥା ଯେଉଁଥିରୁ ଆପଣ ଜାଣି ପାରିବେ ଝିଅ ଟି ଆପଣଙ୍କୁ ଭଲ ପାଉଛି କି ନାହିଁ

୧.ଅସୁବିଧା ରେ ତୁମ ସାଥ ଦେଉଥିବ।

ଯଦି କୋଉ ଝିଅ କେବଳ ତାର ଫାଇଦା ପାଇଁ ଆପଣକଂ ସହ ମିଶୁଥିବା ତାହେଲେ ଆପଣଙ୍କ ଅସୁବିଧା ସମୟରେ ସେ ଆପଣଙ୍କ ସହିତ ରହିବ ନାହିଁ। କିନ୍ତୁ ଯଦି କିଏ ଆପଣଙ୍କ ଅସୁବିଧା ସମୟରେ ଆପଣଙ୍କ ସହ ରହୁଛି ତାହେଲେ ହୁଏତ ସେ ଆପଣଙ୍କୁ ପସନ୍ଦ କରୁଛି କିମ୍ବା ଆପଣଙ୍କୁ ନିଜର ବହୁତ୍ ଭଲ ବନ୍ଧୁ ବୋଲି ଭାବୁଚି।

ଯଦି ବିପଦ ସମୟରେ ଝିଅ ତୁମର ଅଧିକ ନିକଟତର ହେଉଛି ଏବଂ ତୁମ ହାଲ୍ ଚାଲ୍ ପଚାରି ବୁଝୁଛି ତାହେଲେ ହୁଏତ ଝିଅ ଆପଣଙ୍କୁ ବହୁତ୍ ପସନ୍ଦ କରୁଚି।

୨. ଭୁଲ୍ କଲେ କ୍ଷମା କରି ଦେଉଥିବ

ଯଦି ଆପଣ କିଛି ଭୁଲ୍ କରୁଛନ୍ତି ହେଲେ ଝିଅ ଟି ଆପଣଙ୍କୁ କ୍ଷମା କରିଦେଉଛି ଓ ବୁଝାଇ କହୁଚି ଯେ ଏ ଭୁଲ୍ ଟି ଆଗକୁ କରିବ ନାହିଁ।ତାହେଲେ ଝିଅ ଆପଣଙ୍କୁ ଭଲ।

ପାଇବାର ଏହା ମଧ୍ୟ ଏକ ଲକ୍ଷଣ। ଝିଅ ଟି ଆପଣଙ୍କୁ ହରାଇବାକୁ ଚାହୁଁ ନାହିଁ ବୋଲି ଏହା ଏକ ଲକ୍ଷଣ।

୩. ଭବିଷ୍ୟତ ବିଷୟରେ କଥା ହେବ

ଯଦି ଝିଅ ଟି ତାର ଭବିଷ୍ୟତ ବା ତୁମ ଦୁଇ ଜଣଙ୍କ ଭବିଷ୍ୟତ ବିଷ୍ୟରେ କଥା ହେଉଛି ଓ ସେଥି ପାଇଁ ବହୁତ୍ ଚିନ୍ତିତ ଅଛି ତାହେଲେ ଏହା ମଧ୍ୟ ଏକ ଲକ୍ଷଣ ଯେ ଝିଅ ଟି ଆପଣକୁ ନେଇ ଭବିଷ୍ୟତ ଭାବୁଛି ଓ ଆପଣଙ୍କ ସହ ସାର ଜୀବନ ରହିବାକୁ ଚାହୁଁଚି।

Leave a Reply

Your email address will not be published. Required fields are marked *