ଏହି ଦୁଇଟି ଛୋଟ ଉପାୟ ରେ ପଦ୍ମ ଫୁଲ କରିବା ଆପଣଙ୍କୁ ଧନୀ

ଆଜି ଆମେ ଜାଣିବା ପଦ୍ମଫୁଲର ଦୁଇଟି ଛୋଟ ଉପାୟ।ଯାହାଦ୍ଵାରା ଆପଣ ହୋଇପାରନ୍ତି ଧନୀ।ଯେଉଁମାନଙ୍କର ଧନ ଜନିତ ସମସ୍ୟା ରହୁଛି ବା କୌଣସି ଅଭାବ ରହୁଛି ସେମାନେ କୌଣସି ବି ପରିସ୍ଥିତି ରେ କୌଣସି ଗରିବ କିମ୍ବା ଅସହାୟ ଲୋକଙ୍କ ଉପହାସ କରନ୍ତୁ ନାହିଁ।

କାରଣ ଏହା ଦ୍ବାରା ଧନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।ଆସନ୍ତୁ ଜାଣିବା ଦୁଇଟି ଉପାୟ।

୧.ଶନିବାର ଦିନ ସନ୍ଧ୍ୟା ସମୟରେ ଦୁଇଟି ସବୁଜ ବିରି ଉପରେ କିଛି ଦହି ଢାଳି ତା ଉପରେ ସିନ୍ଦୂର ଲଗେଇ କୌଣସି ଏକ ଅଶ୍ଵସ୍ଥ ଗଛ ମୂଳରେ ରଖି ପଛକୁ ନ ଚାହିଁ ଘରକୁ ଫେରିବେ।ଏହି କାମଟି ଆପଣମାନେ ଲଗାତାର ସାତ ଦିନ ଧରି କରିବେ।ଏହା କରିବା ଦ୍ବାରା ଘରେ ସୁଖ ଶାନ୍ତି ରହିବା ସହ ଘରେ ଧନ ବୃଦ୍ଧି ହୋଇଥାଏ ।

୨.ଶୁକ୍ରବାର ଦିନ ଗୋଟେ ପଦ୍ମ ଫୁଲ ଆଣି ତାକୁ ତାକୁ ଲାଲ୍ କପଡ଼ାରେ ଗୁଡ଼ାଇ ଧନ ରଖିବା ସ୍ଥାନରେ ରଖିଲେ ଧନର ଆବଶ୍ୟକତା ପୂର୍ଣ୍ଣ ହୋଇଥାଏ।ଏବଂ ଧନ ଜନିତ ସମସ୍ୟା ଦୂର ହୋଇଥାଏ।

Leave a Reply

Your email address will not be published. Required fields are marked *