କେବଳ ଏକ ମିନିଟ୍ ରେ ପାଆନ୍ତୁ ଏସିଡିଟୀ ରୁ ମୁକ୍ତି ଏହି ଉପାୟ ରେ

କେବଳ ୧ ମିନିଟ୍ ରେ କରନ୍ତୁ ଏସିଡିଟି ରୁ ମୁକ୍ତି।କଣ ଆପଣ ଜାଣିଛନ୍ତି ଏସିଡିଟି ପାଇଁ ଔଷଧ ସେବନ କରିବା ଦ୍ୱାରା ଆପଣଙ୍କ କିଡନୀ ଖରାପ୍ ହୋଇ ଯାଇପାରେ।ଯେବେ ଆମେ ଖାଦ୍ୟ ଖାଇଥାଉ ତାହାକୁ ପାଚନ କରିବା ପାଇଁ ଶରୀରରେ ଏସିଡି ଉତ୍ପନ୍ନ ହୋଇଥାଏ।

ଯାହାର ସହାୟତାରେ ଆମେ ଖାଉଥିବା ଭୋଜନ ସହଜରେ ପାଚନ ହୋଇଯାଏ।ଏହା ଜରୁରୀ ଅଟେ।କିନ୍ତୁ କେବେ କେବେ ଆମ ଶରୀରରେ ଏତେ ଏସିଡ ଉତ୍ପନ୍ନ ହୁଏ ଯେ ଏହା ଦ୍ବାରା ମୁଣ୍ଡ ବିନ୍ଧିବା,ଛାତି ଜାଳିବା,ପେଟରେ ଅଲ୍ସର୍,ଏବଂ ଏହା ପରେ ମଧ୍ୟ କ୍ୟାନ୍ସର ହେବାର ସମ୍ଭାବନା ଥାଏ।

ଏଥିପାଇଁ ଆମେ ଏସିଡିଟି ବା ଗ୍ୟାସର ମେଡିସିନ ବ୍ୟବହାର କରିଥାଉ।କିନ୍ତୁ ଏହି ସବୁ ମେଡିସିନ ବ୍ଲଡରେ ମ୍ୟାଗ୍ନେସିୟମ୍ ର ଅଭାବ କରି ଦିଏ।ଯଦି ରକ୍ତ ଉପରେ ପ୍ରଭାବ ପଡେ ତେବେ କିଡନୀ ଉପରେ ବି ନିଶ୍ଚିତ ପ୍ରଭାବ ପଡ଼ିବ।ଆମେ ପ୍ରାୟତଃ ଦେଖିଥାଉ ବହୁତ୍ ଲୋକ ଏସିଡିଟିରୁ ରକ୍ଷା ପାଇବା ପାଇଁ ମୃଦୁ ପାନୀୟର ବ୍ୟବହାର କରିଥାନ୍ତି କିନ୍ତୁ ଏପରି କରିଥିବା ଲୋକଙ୍କୁ ତ ଭଗବାନ୍ ହିଁ ବଞ୍ଚେଇବେ।ତେବେ ଆପଣ ଭାବୁଥିବେ ଏମିତି ସ୍ଥିତିରେ ଆମେ କଣ କରିବା।ଏହାର ଚିକିତ୍ସା କେମିତି କରିବା।

ଏହି ଜିନିଷ ଆପଣଙ୍କ ପ୍ରତ୍ୟେକ ରୋଷାଇ ଘରେ ମିଳିବ।ଏହା ହେଉଛି ଜିରା।

ଆପଣଙ୍କୁ ଯେତେ ବି ଭୟଙ୍କର ଏସିଡିଟି ହେଉ ଆପଣଙ୍କୁ କେବଳ କଞ୍ଚା ଜିରା ଚୋବେଇ ଚୋବେଇ ଖାଇବାର ଅଛି।ଏହାର ଦଶ ମିନିଟ ପରେ ଏକ ଗ୍ଲାସ୍ ଉଷୁମ ପାଣି ପିଇ ନିଅନ୍ତୁ।ଆପଣ ଦେଖିବେ ଆପଣଙ୍କ ଏସିଡିଟି ର ସମସ୍ୟା ସମ୍ପୂର୍ଣ୍ଣ ଶେଷ ହୋଇଯିବ।ଯେବେ ବି ଆପଣଙ୍କୁ ଏହି ସମସ୍ୟା ହେବ ଆପଣ ଏହି ଉପାୟ ଟି କରନ୍ତୁ ଦେଖିବେ ନିଶ୍ଚୟ ସୁଫଳ ମିଳିବ।

Leave a Reply

Your email address will not be published. Required fields are marked *