ସାମ୍ବାଦିକ ଙ୍କୁ ଚପଲ ରେ ସେକିଦେଲେ ଗ୍ରାମ ରୋଜଗାର ସେବକ ମ୍ୟାଡ଼ାମ କଲମ ବଦଳରେ ସାମ୍ବାଦିକ ବି ଧରିଲେ ଚପଲ

ଆଜି କେନ୍ଦ୍ରାପଡା ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I କେନ୍ଦ୍ରାପଡା ଡେରାବିଶ ରଘୁଦେଇପୁର ପଞ୍ଚାୟତ ଗ୍ରାମ ପଂଚାୟତ ରେ ଦୁର୍ନୀତି ହେଉଥିବାର ର ଅଭିଯୋଗ ପାଇବା ପରେ ଖବର ଅନୁସନ୍ଧାନ ପାଇଁ ଏକ ଘରୋଇ ଟେଲିଭିଜନ ର ଜଣେ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ସେହି ଗ୍ରାମ ପଂଚାୟତର ରୋଜଗାର ସେବକ(GRS) ,ନମିତା ପଣ୍ଡା ସାମ୍ବାଦିକ ଜଣଙ୍କୁ ଅତି ଅଶ୍ଳୀଳ କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ସାମ୍ବାଦିକ ଜଣଙ୍କର ମୋବାଇଲ ଛଡାଇ ନେଇଥିଲେ I ଏବଂ ମନଇଛା ଚପଲ ରେ ସେକି ଦେଇଥିଲେ ଯାହାର କି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି I ତେବେ ସାମ୍ବାଦିକ ଜଣଙ୍କ ମଧ୍ୟ କଲମ ବଦଳରେ ଯେଶା ତେଶା ନ୍ୟାୟ ରେ ନମିତା ମ୍ୟାଡ଼ାମ ଙ୍କୁ ଚପଲରେ ସେକି ଦେଇଛନ୍ତି I

ସାମ୍ବାଦିକ ଙ୍କୁ ଚପଲ ମାଡ ଘଟଣାକୁ ସବୁ ମହଲରୁ ତୀବ୍ର ନିନ୍ଦା କରାଯାଇଛି Iକେନ୍ଦ୍ରାପଡା ରୁ ସମ୍ବାଦଦାତା ବିଶ୍ୱଭୂଷଣ @OdishaExlusive

Leave a Reply

Your email address will not be published. Required fields are marked *