ରାସ୍ତା ରେ ଯାଉଥିବା ସମୟରେ ଏହି ୬ ଟି ଜିନିଷ ଦେଖିଲେ ତାକୁ ଭୁଲ୍ ରେ ବି ଡେଇଁ କରି ଯାଆନ୍ତୁ ନାହିଁ

ଏହି

ଆଜି ଆମେ ଜାଣିବା ରାସ୍ତାରେ ଯାଉଥିବା ସମୟରେ ଯଦି ଏହି ୬ଟି ଜିନିଷକୁ ଦେଖନ୍ତି ତେବେ ଏହାକୁ କେବେ ବି ଡେଇଁ କରି ଯାଆନ୍ତୁ ନାହିଁ।ଯେବେ ଆମେ ରାସ୍ତାରେ କୌଣସି କାମରେ ଯାଇଥାଏ ତେବେ ରାସ୍ତାରେ କିଛି ନା କିଛି ଜିନିଷ ପଡିଥିବାର ଦେଖିଥାଉ।କେବେ କିଛି ଅଳିଆ ଆବର୍ଜନା ତ କେବେ ଆଉ କିଛି।କିଛି ଲୋକ ତ ନିଜ ଘରର ପୁରୁଣା କପଡା ରାସ୍ତା ଉପରକୁ ଫୋପାଡି ଥାନ୍ତି।ଓ ରାସ୍ତାରେ ଚାଲୁଥିବା ବ୍ୟକ୍ତି ଜାଣନ୍ତରେ ବା ଅଜାଣତରେ ଏହି ସବୁ ଜିନିଷକୁ ଡେଇଁ କରି ଯାଇଥାନ୍ତି।ଆଜି ଆମେ ଜାଣିବା କେଉଁ ଜିନିଷ ଡେଇଁ କରି ଯିବା ଉଚିତ୍ ନୁହେଁ।

୧.ଲେମ୍ବୁ ଆଉ ଲଙ୍କା-

ପ୍ରାୟତଃ ଲୋକ ମାନେ ଶନିବାର ଦିନ ଦୃଷ୍ଟି ଦୋଷରୁ ବଞ୍ଚିବା ଘରେ ଲେମ୍ବୁ ଆଉ ଲଙ୍କା ଟାଙ୍ଗୀ ଥାନ୍ତି।

ଆଉ ପ୍ରତି ସପ୍ତାହରେ ବଦଳେଇ ଥାନ୍ତି।କିଛି ଲୋକ ଏହି ବଦଳେଇ ଥିବା ଲେମ୍ବୁ ଆଉ ଲଙ୍କାକୁ ରାସ୍ତାରେ ଫିଙ୍ଗି ଦେଇ ଥାନ୍ତି।ତେଣୁ ଲେମ୍ବୁ ଆଉ ଲଙ୍କା ପଡ଼ିଥିଲେ ଏହାକୁ ଡେଇଁ କରି ଯାଆନ୍ତୁ ନାହିଁ।

୨.ଚୁଟି –

ଏହାକୁ ଅପବିତ୍ର ବୋଲି କୁହାଯାଏ।ରାସ୍ତାରେ ଯଦି ଚୁଟି ପଡ଼ିଛି ଏହାକୁ ଡେଇଁ କରି ଯିବା ଉଚିତ୍ ନୁହେଁ।ଆଉ ଖାଦ୍ୟରେ ଯଦି ଚୁଟି ପଡ଼ିଯାଏ ଖାଦ୍ୟ ମଧ୍ୟ ଅପବିତ୍ର ହୋଇଯାଏ।

୩.କଣ୍ଟା –

ଯଦି ରାସ୍ତା ଉପରେ କଣ୍ଟା ପଡିଥାଏ ଏହାଠାରୁ ଦୂରେଇ ଯିବା ଉଚିତ୍।କାରଣ କଣ୍ଟାଟି ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ।ଯଦି ସମ୍ଭବ ହୁଏ ତ ସେହି କଣ୍ଟାକୁ ରାସ୍ତାରୁ ଦୂରେଇ ଦିଅନ୍ତୁ।ଯାହା ଦ୍ବାରା ଆଉ କେହି ଅସୁବିଧାରେ ନ ପଡୁ।

୪.ଯଜ୍ଞ କିମ୍ବା ହୋମରେ ବଳି ପଡ଼ିଥିବା ଭସ୍ମ –

ଯଜ୍ଞ କିମ୍ବା ହୋମରେ ବଳି ପଡ଼ିଥିବା ଭସ୍ମକୁ ଜଳରେ ପ୍ରବାହିତ କରିଦେବା ଉଚିତ୍।ବେଳେ ବେଳେ ଲୋକ ମାନେ ଏହି ଭସ୍ମକୁ ରାସ୍ତାରେ ପକାଇ ଦିଅନ୍ତି।ତେଣୁ ଏହାକୁ ଡେଇଁ କରି ଯିବା ଉଚିତ୍ ନୁହେଁ।

୫.ଅପବିତ୍ର ବସ୍ତୁ –

ରାସ୍ତାରେ ଯାଉଥିବା ସମୟରେ ବେଳେ ବେଳେ ବହୁତ୍ ଅପବିତ୍ର ବସ୍ତୁ ଦେଖିବାକୁ ମିଳେ।ଏହାକୁ ଡେଇଁ କରି ଯିବା ଉଚିତ୍ ନୁହେଁ।କାରଣ ଏହାକୁ ଛୁଇଁବା ମାତ୍ରେ ଲୋକ ଅପବିତ୍ର ହୋଇଯାଇଥାଏ।

୬.ଗାଧୁଆ ପାଣି –

କେହି କେହି ସ୍ନାନ କରି ସାରିବା ପରେ ଲୋକମାନେ ଗାଧୁଆ ପାଣି କୁ ରାସ୍ତା ଉପରେ ଫିଙ୍ଗି ଦେଇଥାନ୍ତି।ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ ଦେଖନ୍ତି କି ରାସ୍

Leave a Reply

Your email address will not be published. Required fields are marked *