କାଲି ଜନ୍ମାଷ୍ଟମୀ ରେ କରନ୍ତୁ ଏହି ଉପାୟ, ଘରେ ହେବ ଧନ ର ବର୍ଷା

ଜନ୍ମାଷ୍ଟମୀ ୨ ସେପ୍ଟେମ୍ବର କୁ ପଡୁଛି ଆଉ ୩ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ।ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଭଗବାନ୍ ଶ୍ରୀକଷ୍ଣ ଙ୍କ ଜନ୍ମ ଉତ୍ସବ ମନା ଯାଏ।ଯଦି ଏହି ଦିନ ଆପଣ କିଛି ବିଶେଷ ଉପାୟ କରିବେ ଆପଣଙ୍କ ଘରୁ ସବୁ ସମସ୍ୟା ଦୂର ହୋଇଯିବ।<

ଆଉ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ବାସ ଆପଣଙ୍କ ଘରେ ହେବ।ଆପଣଙ୍କୁ କେବଳ ଏହି ଗୋଟେ ଛୋଟ ଉପାୟ କରିବାର ଅଛି।

ସମସ୍ତେ ଜାଣିଛନ୍ତି ଘରେ ମନି ପ୍ଲାଣ୍ଟ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।ଆଜି ଆମେ ମନି ପ୍ଲାଣ୍ଟ ବିଷୟରେ ଜଡ଼ିତ ଏମିତି ଗୋଟେ ଚମତ୍କାର ବିଷୟରେ ଜାଣିବା ଯାହାକୁ କରି ଆପଣ ନିଜ ଘରେ ଧନର ବର୍ଷା କରି ପାରିବେ।

ଏହି ଉପାୟକୁ ଜନ୍ମାଷ୍ଟମୀ ଦିନ କରିବେ।ଜନ୍ମାଷ୍ଟମୀ ସକାଳୁ ଶୀଘ୍ର ଉଠି ସ୍ନାନ ଆଦି କରି ମାତା ଲକ୍ଷ୍ମୀଙ୍କ ଆଗରେ ଦୀପ ଜଳେଇବେ।ଆଉ ଗୋଟିଏ ଲାଲ ଧାଗା ଆଣି ତାକୁ ମାତା ଲକ୍ଷ୍ମୀଙ୍କ ଆଗରେ ରଖି ଦେବେ। ତା ପରେ ଭଗବାନ୍ ଶ୍ରୀକୃଷ୍ଣ ଆଉ ମାତା ଲକ୍ଷ୍ମୀଙ୍କୁ ଦୀପ,ଧୂପ ଦେଇ ଭୋଗ ଲଗେଇ ପୂଜା କରିବେ। ତା ପରେ ସେହି ଲାଲ୍ ଧାଗା ରେ କିଛି କୁମକୁମ୍ ଲାଗେଇଦେବେ।

ତା ପରେ ମା ଲକ୍ଷ୍ମୀ ଆଉ ଭଗବାନ୍ ବିଷ୍ଣୁଙ୍କୁ ଧ୍ୟାନ କରି ମନି ପ୍ଲାଣ୍ଟ ର ଚାରିଆଡ଼େ ସେହି ଲାଲ୍ ଧାଗାକୁ ବାନ୍ଧିଦେବେ।ଆଉ ନିଜର ଯାହା ବି ଇଚ୍ଛା ଆଉ ସମସ୍ୟା ଥିବ ସେ ସବୁ କହିଦେବେ।ଏହି ଉପାୟ ଅତ୍ୟନ୍ତ ଚମତ୍କାର ଅଟେ।ଏହାକୁ କରିବା ଦ୍ବାରା ଆପଣଙ୍କ ସବୁ ସମସ୍ୟା ଦୂର ହୋଇ ଆପଣଙ୍କ ସବୁ ଇଚ୍ଛା ପୂରଣ ହେବ।ଆଉ ଆପଣଙ୍କ ଘରେ ଧନର ବର୍ଷା ହେବ।ତେଣୁ ଜନ୍ମାଷ୍ଟମୀ ଦିନ ଏହି ଚମତ୍କାରି ଉପୟକୁ ନିଶ୍ଚୟ କରନ୍ତୁ।

Leave a Reply

Your email address will not be published. Required fields are marked *