ପ୍ରବଳ ମାତ୍ର ରେ ଚୁଟି ଝଡୁଛି କି? ନିଶ୍ଚିନ୍ତ ପିଅନ୍ତୁ ଏହି ୫ ଟି ଜିନିଷ

ପ୍ରବଳ ମାତ୍ରାରେ ଚୁଟି ଝଡୁଛି କି ପିଅନ୍ତୁ ଏହି ସବୁ ପାନୀୟ।ଦେଖିବେ ନିଶ୍ଚୟ ଚୁଟି ଝଡ଼ିବା ବନ୍ଦ ହୋଇଯିବ।
କେଶ ଝଡ଼ିବା ର କାରଣ ହେଉଛି ପ୍ରୋଟିନ ର ଅଭାବ ଏବଂ ପେଟ ଗରମ୍।

ଆପଣଙ୍କ ଶରୀରକୁ ଯଦି ଆବଶ୍ୟକ ପରିମାଣ ର ପ୍ରୋଟିନ ମିଳିଯିବ ଏବଂ ଆପଣଙ୍କ ପେଟ ଯଦି ଥଣ୍ଡା ରହିବ ତେବେ ଆଉ କେଶ ଝଡ଼ିବ ନାହିଁ।

ତେବେ ଚାଲନ୍ତୁ ଜାଣିବା କଣ ପିଇବା ଦ୍ବାରା ପେଟ ଥଣ୍ଡା ରହିବ ଓ କଣ ପିଇଲେ ପେଟ ଥଣ୍ଡା ରହିବ।

  • ରୀତିମତ ମିଲ୍କ ସେକ ପିଇଲେ ଶରୀରକୁ ଅଧିକ ମାତ୍ରାରେ ପ୍ରୋଟିନ ମିଳିଥାଏ।ଏଥିରେ କାଜୁ ବାଦାମ ପକାଇବାକୁ ଭୁଲିବେ ନାହିଁ।

ଏହାକୁ ପିଇବା ଦ୍ବାରା ଆପଣଙ୍କ ପେଟ ଥଣ୍ଡା ରହିବ ଏବଂ ଆପଣଙ୍କୁ ଭରପୁର ମାତ୍ରାରେ ପ୍ରୋଟିନ ମିଳିବ।

  • ରାତିରେ କ୍ଷୀରରେ ହଳଦୀ ମିଶାଇ ପିଇଲେ ଥଣ୍ଡା କମ୍ ହେବା ସହ ଉପଯୁକ୍ତ ପ୍ରୋଟିନ ମଧ୍ୟ ମିଳିଥାଏ।
  • ପେଟ ଥଣ୍ଡା କରିବା ପାଇଁ ସକାଳୁ ଖାଲି ପେଟରେ ପଇଡ଼ ପାଣି ପିଅନ୍ତୁ।
  • ନାଳି ହୋଇ ନ ଥିବା ଖାଲି ପଇଡ଼ ର ପାଣି ପେଟ ପାଇଁ ବହୁତ୍ ଭଲ।
  • ଭୂଷି ଆଉ ମିଶ୍ରି କୁ ରାତିରେ ଭିଯାଇ ସକାଳେ ଏହାକୁ ପିଅନ୍ତୁ।ଏହାକୁ ପିଇଲେ ମଧ୍ୟ ପେଟ ଥଣ୍ଡା ହୋଇଥାଏ।ଆପଣଙ୍କର ଯଦି ଗ୍ୟଷ୍ଟ୍ରିକ ସମସ୍ୟା ଅଛି ଏହା ପିଇବା ସମ୍ପୂର୍ଣ୍ଣ ଭଲ।
  • ଦହି ପିଇବା ଦ୍ବାରା ପେଟ ଥଣ୍ଡା ରହିବା ସହ ଦେହ ମଧ୍ୟ ଭଲ ରହିଥାଏ।ଶରୀରର ଅତିରିକ୍ତ ଚର୍ବିକୁ ମଧ୍ୟ ଏହା କମାଇ ଥାଏ।

Leave a Reply

Your email address will not be published. Required fields are marked *