ଆମ ପୁଅ ନିର୍ଦୋଷ ;ପୁଅକୁ ଫସାଇବାକୁ ଷଡଯନ୍ତ୍ର ହେଇ ଥାଇପାରେ

ଫୁଲବାଣୀ ବିଜେଡି ର ଜଣେ ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଯୌନ କେଳେଙ୍କାରୀ ର ଭିଡିଓ ମୋବାଇଲ ରୁ ମୋବାଇଲ ଭାଇରଲ ହେବା ପରେ ତାଙ୍କୁ ଗିରଫ କରାଯିବା ନେଇ ତୁମ୍ବିତୁଫାନ ହେଇଥିଲା I ପୋଲିସ ମଧ୍ୟ ତାଙ୍କୁ ଖୋଜୁଛି ଗିରଫ କରିବାକୁ ସେପଟେ ତାଙ୍କ ବାପା ଏବଂ ମା ଗତକାଲି ଏକ ପ୍ରେସ ମିଟ କରି କହିଛନ୍ତି କି ତାଙ୍କ ପୁଅ ନିର୍ଦୋଷ ,ରାଜନୀତିରେ ତାଙ୍କ ଲୋକପ୍ରିୟତା ଅଧିକ ହେବାରୁ ଏପରି ଷଡଯନ୍ତ୍ର କରାଯାଇଛି I ହୁଏତ ନକଲି ଭିଡିଓ କରାଯାଇ ତାଙ୍କୁ ଏପରି ବଦନାମ କରାଯାଉଛି ଅନ୍ୟପଟେ ଘଟଣା ପରଦିନଠୁ ଦେବେନ୍ଦ୍ର ଙ୍କ ଦେଖା ନାହିଁ I

Leave a Reply

Your email address will not be published. Required fields are marked *