ଘିକୁଆଁରି ର ବ୍ୟବହାର ଏହିପରି ଭାବରେ କଦାପି କରନ୍ତୁ ନାହିଁ

ଘିକୁଆଁରୀ ବ୍ୟବହାର ଦ୍ବାରା ଆମ ଶରୀର ଉପରେ କଣ ପ୍ରଭାବ ପକେଇ ଥାଏ ଚାଲନ୍ତୁ ଜାଣିବା ଏହି ବିଷୟରେ।ଘିକୁଆଁରୀ ଖାଇବା ଦ୍ବାରା ଶରୀରରେ ହେଉଥିବା ଫାଇଦା ବିଷୟରେ ହୁଏତ ଆପଣ ଶୁଣି ଥିବା ସହିତ ଏହାର ସେବନ ମଧ୍ୟ କରିଥାଏ।

ଏହା ସାଧାରଣ ଭାବେ ତ୍ୱଚ଼ାରେ ଲଗେଇବା ସହ ଏହାକୁ ସେବନ ମଧ୍ୟ କରାଯାଇଥାଏ।ହୁଏତ ଏହାର ସେବନ ଯୋଗୁ ବ୍ୟକ୍ତି ଠାରେ ହେଉଥିବା

ଏହାର ଫାଇଦା ବିଷୟରେ ଆପଣ ଭଲ ଭାବରେ ଜାଣି ଥିବେ।କିନ୍ତୁ କଣ ଆପଣ ଜାଣିଛନ୍ତି ଏହାକୁ ବ୍ୟବହାର ଦ୍ବାରା କଣ କ୍ଷତି ହୋଇଥାଏ।
ଘିକୁଆଁରୀ ର ବ୍ୟବହାର ତ୍ଵଚ଼ା ପାଇଁ ବରଦାନ ସଦୃଶ।କିନ୍ତୁ ଏହାର ମାତ୍ରା ଧିକ ବ୍ୟବହାର ଦ୍ବାରା ଶରୀର ଉପରେ କୁ ପ୍ରଭାବ ପକେଇ ଥାଏ।
ଘିକୁଆଁରୀ ର ପ୍ରତିଦିନ ସେବନ ଯୋଗୁ ଉଚ୍ଚ ରକ୍ତ ଚାପ ଜନିତ ଲୋକଙ୍କ ସୁବିଧା ହୋଇଥିବା ସ୍ଥଳେ ନିମ୍ନ ରକ୍ତ ଚାପ ଜନିତ ବ୍ୟକ୍ତିଙ୍କୁ ଏହାର ସେବନ ଭାରି ପଡିଥାଏ।

ହୃଦୟ ସମ୍ବନ୍ଧୀୟ ସମସ୍ୟା ଉପୁଯାଏ ଏହାର ମାତ୍ରା ଧିକ ସେବନ।ତେବେ ଯେଉଁ ଲୋକଙ୍କର ହୃଦୟ ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନେ ବି ଏହାର ସେବନ ଠାରୁ ଦୂରେଇ ରୁହନ୍ତୁ।
ଯଦି ଆପଣଙ୍କର କୋଷ୍ଠ କଠିନ୍ୟ ଜନିତ ସମସ୍ୟା ରହିଛି ତେବେ ମଧ୍ୟ ଆପଣ ଏହାର ସେବନ ଠାରୁ ଦୂରେଇ ରୁହନ୍ତୁ।

Leave a Reply

Your email address will not be published. Required fields are marked *