ଆମେ କାହିଁକି ହାଇ ମାରିଥାଉ

ଆପଣମାନେ କେବେ ନା କେବେ ଭାଵିଥିବେ କି ଆମେ କାହିଁକି ହାଇ ମାରିଥାଉ।କେବଳ ମଣିଷ ନୁହନ୍ତି ଅନେକ ପଶୁ ପକ୍ଷୀ ମଧ୍ୟ ହାଇ ମାରିଥାନ୍ତି।
ବିଜ୍ଞାନର ରିସର୍ଚ୍ଚ ରୁ ଜଣା ପଡ଼ିଛି ଆମେ ପୁରା ଦିନ କାମ କରି କରି ଆମର ମସ୍ତିଷ୍କ ଯେବେ ଥକି ଯାଇଥାଏ ଏବଂ ସ୍ଲିପି ଅନୁଭବ କରିବାକୁ ଲାଗିଥାଏ ଆମର ବ୍ରେନ୍ ର ତାପମାତ୍ରା ବଢି ଯାଇଥାଏ।

ତାପମାତ୍ରା ବଢିବା ଦ୍ବାରା ଯେତେବେଳେ ଆମେ ହାଇ ମାରିଥାନ୍ତି ଆମର ବ୍ଲଡ଼ ଭେସେଲସ୍ ପ୍ରସାରିତ ହୋଇଯାଇଥାଏ ଏବଂ ବ୍ଲଡ଼ ସପ୍ଲାଏ ର ରେଟ୍ ବଢ଼ିବାକୁ ଲାଗିଥାଏ।

ଏବଂ ଯେଉଁ ଅକ୍ସିଜେନ୍ ଭିତରକୁ ଯାଇଥାଏ ତଥା ସେହି ବ୍ଲଡ଼ ଥଣ୍ଡା କରିଦେଇଥାଏ।ଏବଂ ଧୀରେ ଧୀରେ ଆମ ବ୍ରେନ୍ ର ତାପମାତ୍ରା କମି ଯାଇଥାଏ।

ତେଣୁ ହାଇ ମାରିବା ଏକ ସାଧାରଣ ପ୍ରକ୍ରିୟା ଯାହା ଦ୍ବାରା ଆମ ବ୍ରେନ୍ ର ତାପମାତ୍ରା ନିୟନ୍ତ୍ରଣ ହୋଇଥାଏ।ପ୍ରାୟତଃ ସମୟରେ ହାଇ ମାରିଲେ ନିଦ ଆସିଥାଏ ଏବଂ ଆମେ ଶୋଇବା ଦ୍ବାରା ଆମ ଶରୀର ସୁସ୍ଥ ଅନୁଭବ କରେ

Leave a Reply

Your email address will not be published. Required fields are marked *