ଜାଣନ୍ତୁ ଆମ ଚାରି ପାଖରେ ଥିବା କିଛି କୌତୁହଳ ପୂର୍ଣ୍ଣ ଜିନିଷ

ଆମେ ଛୋଟ ବେଳୁ ଏମିତି ବହୁତ୍ ଜିନିଷ ଦେଖିଛୁ ଯାହା ବିଷୟରେ ଜାଣିବା ପାଇଁ ଆମେ କେବେ ଚେଷ୍ଟା କରିନୁ।ତେବେ ଆସନ୍ତୁ ଜାଣିବା

ଏହିଭଳି କିଛି ତଥ୍ୟ

୧.କି ବୋର୍ଡ଼ ବମ୍ବସ-

କି ବୋର୍ଡ଼ ବିଭିନ୍ନ ରଙ୍ଗର ଆସିଥାଏ।ଏବଂ ଏଥିରେ ଏତେ ବଟର୍ଣ ଥାଏ କି ଆପଣଙ୍କୁ ଜଣା ନ ଥିବ କି ଏଗୁଡ଼ିକୁ କେମିତି ବ୍ୟବହାର କରାଯାଏ।

କିନ୍ତୁ ଧ୍ୟାନରେ ଦେଖନ୍ତୁ ପ୍ରତ୍ୟେକ କି ବୋର୍ଡ ରେ ଗୋଟିଏ କିମ୍ବା ଦୁଇଟି ଏମିତି ବଟର୍ଣ ଥାଏ ଯାହା ଆପଣ କେବେବି ନୋଟିସ୍ କରି ନ ଥିବେ।F ଏବଂ J ବଟର୍ଣକୁ ଧ୍ୟାନରେ ଦେଖନ୍ତୁ।ଆପଣ ଦେଖିବେ ଯେ ସେଥିରେ ଏକ ଛୋଟ ବମ୍ପ ରହିଛି।ଏହା ଏଥିପାଇଁ ରଖାଯାଇଥାଏ ଯେମିତି ଲୋକ ଆଖି ବନ୍ଦ କରି ମଧ୍ୟ କି ବୋର୍ଡ ରେ ଟାଇପ କରି ପାରିବ।ଏବଂ ବଟର୍ଣ ଗୁଡ଼ିକର ପୋଜିସନ୍ ଜାଣିପାରିବ।

୨. ଟୁଥ୍ ପେଷ୍ଟ ଟ୍ୟୁବ୍ କଲର୍ –

ଏଥିରେ ଏତେ ଭେରାଇଟ ଅଛି ଯେ ସବୁ ଗୁଡ଼ିକ ମନେ ରଖିବା ବହୁତ୍ କଷ୍ଟ।କିନ୍ତୁ ଆପଣ ଯେ କୌଣସି ଫ୍ଲେଭୋର୍ ବ୍ୟବହାର କରନ୍ତୁ ନା କାହିଁକି ସବୁ ଟୁଥ୍ ପେଷ୍ଟ ଶେଷରେ ଏକ କଲର୍ ବାର୍ ଥାଏ।ଏହାର କାରଣ ଟୁଥ୍ ପେଷ୍ଟର କ୍ୱାଲିଟି। ଗ୍ରୀନ ଥିବା ବାର୍ ମାନେ ସବୁଠୁ ନ୍ୟାଚୁୁରାଲ୍ ଏବଂ ବ୍ଲାକ ଥିବା ବାର୍ ସବୁଠୁ କେମିକାଲ।

୩. ଲିଟିଲ୍ ପକେଟ୍ ଇନ୍ ଜିନ୍ସ –

ଆପଣ ଯେବେ ଠୁ ଜିନ୍ସ ପିନ୍ଧିଲେଣି ଆପଣ ଦେଖିଥିବେ ଯେ ଆପଣଙ୍କ ପକେଟ୍ ରେ ଆଉ ଏକ ଛୋଟ ପକେଟ୍ ଥାଏ।ଲୋକମାନେ ଏହା ଭାବନ୍ତି ଯେ ଏହି ପକେଟ୍ ଟିକେଟ କିମ୍ବା କଏନ ରଖିବା ପାଇଁ ବ୍ୟବହାର କରାଯାଏ।କିନ୍ତୁ ପ୍ରକୃତରେ ଏହା ପକେଟ୍ ୱାଚ୍ ରଖିବା ପାଇଁ ବ୍ୟବହାର କରାଯାଉଥିଲା।ଏହା ସେତେବେଳେ ବ୍ୟବହାର କରାଯାଉଥିଲା ଯେତେବେଳେ ମୋବାଇଲର ଉଦ୍ଭାବନ ହେଉ ନ ଥିଲା।

୪. ଲିଟିଲ୍ ହୋଲ ଇନ୍ କନଭର୍ ଶୁ –

ସ୍ନିକର୍ ରେ ଥିବା ଛୋଟ ହୋଲ କୁ ଆମେ ଲେସ୍ ବାନ୍ଧିବା ପାଇଁ ବ୍ୟବହାର କରି ଥାଉ।

କିନ୍ତୁ ଆପଣ ଦେଖିଥିବେ କିଛି ସ୍ନିକର୍ ସାଇଡ ରେ କିଛି ଏକ୍ସଟ୍ରା ହୋଲ ଥାଏ।କିଛି ଲୋକ ଭାବନ୍ତି କି ଏହାର ଆବିଷ୍କାର ଭେନଟିଲାେସନ୍ ପାଇଁ କରାଯାଏ।କିନ୍ତୁ ପ୍ରକୃତରେ ଏହାର ଆବିଷ୍କାର ବାସ୍କେଟ୍ ବଲ ପ୍ଲାୟେର୍ ମାନଙ୍କ ପାଇଁ କରାଯାଇଛି।ଏଥିପାଇଁ ଜୋତା ଖେଳିବା ସମୟରେ ବହୁତ୍ ଫିଟ୍ ରହିଥାଏ।

Leave a Reply

Your email address will not be published. Required fields are marked *