କାଜୋଲ୍ ଙ୍କ ନମ୍ୱର୍ ଭୁଲ୍ ରେ ଟୁଇଟ୍ କରିଦେଲେ ଅଜୟ ଦେବ୍ଗନ: ଏବେ ସାରା ଭାରତ କଲ୍ କରୁଛି କାଜୋଲ୍ ଙ୍କୁ

ଶୁଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯାଇଥିବେ କିନ୍ତୁ ଏହା ୧୦୦% ସତ। ଆଜି ଅଜୟ ବୋଧ ହୁଏ କାହାକୁ

କାଜୋଲ୍ ଙ୍କ ନମ୍ୱର୍ ବୋଧ ହୁଏ କାହାକୁ ପଠାଉଥିଲେ ଅଜୟ। କିନ୍ତୁ ତାହାକୁ ଭୁଲ୍ ରେ ସେ ଟୁଇଟର ରେ ପୋଷ୍ଟ କରିଦେଇଥିଲେ। ଏବଂ ତାହା ପୁଣି ପାଖ ପାଖି ୨ ଘଣ୍ଟା ପାଇଁ ଟୁଇଟର ରେ ରହିଥିଲା।

ଆଉ ଏହି ଟୁଇଟ ଦେଖିବା ପରେ ଲୋକ ମାନେ WhatsApp ରେ କାଜୋଲ୍ ଙ୍କୁ ମେସେଜ ର ବର୍ଷା କରିଥିଲେ ଏବଂ ତାହାର କିଛି ଫୋଟୋ ମଧ୍ୟ ଅଜୟ ଙ୍କୁ ଟୁଇରରେ ସେୟାର କରିଥିଲେ।

ଏହି ପୋଷ୍ଟ ପରେ ଅଜୟ ଙ୍କୁ ଥଟା କରି ମଧ୍ୟ ଅନେକ ଟୁଇଟ କରିଥିଲେ।

ତେବେ ବର୍ତ୍ତମାନ ଅଜୟ ଏହି ପୋଷ୍ଟ କୁ ଟୁଇଟର ରୁ କାଢି ନେଇଛନ୍ତି।

Leave a Reply

Your email address will not be published. Required fields are marked *