ଜଡ଼ା ଗଛ ସମସ୍ତଙ୍କ ବାଡ଼ି ବଗିଚାରେ ଥାଏ I ଏହାକୁ ବି କେତେକ ଜାଗାରେ ଗବ କହିଥାନ୍ତି I କିନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ ପ୍ରାୟତଃ କେହି ଜାଣିନଥାନ୍ତି I ଯଦି ଶରୀର ର କେଉଁ ଅଂଶ ଫୁଲି ଯାଇଥାଏ ଏବଂ ପ୍ରବଳ ଯନ୍ତ୍ରଣା ହେଉଥାଏ ତେବେ ଜଡ଼ା ଗଛର ଏକ ପତ୍ର ନେଇ ଏହାକୁ ଯେ କୌଣସି ତେଲରେ ତାୱା ରେ ଗରମ କରିଦିଅନ୍ତୁ ଏବଂ ଥଣ୍ଡା ହେଇଯିବI ପରେ ସେହି ଫୁଲା ସ୍ଥାନରେ ଏକ କପଡା ଦ୍ୱାରା ଜଡ଼ା ପତ୍ରକୁ ହାଲକା ଭାବରେ ବାନ୍ଧି ଦିଅନ୍ତୁ ,କିନ୍ତୁ ହଁ ଯଦି ଆପଣ ଏହାକୁ ରାତ୍ରି ସମୟରେ କରିବେ ତେବେ ସକାଳକୁ ଆରାମ ଲାଗିବ
I ସହିତ 3/4ଥର ଏପରି କରିବା ଦ୍ୱାରା ଫୁଲା କମିଯାଇଥାଏ I 2)ଯେ କୌଣସି ପୁରୁଣା ଘା ରେ ଏହାର ପତ୍ର କୁ ଲେପ ଦେବା ଦ୍ୱାରା ଘା ଶୁଖି ଯାଇଥାଏ I 3) ଯଦି ଆପଣ ଅତ୍ୟଧିକ ମୋଟା ପାଇଁ ଚିନ୍ତିତ ତେବେ ଏହି ପତ୍ର କୁ ଶାଗ ଭାଜି ଖାଇବା ଦ୍ୱାରା ମୋଟାପଣ କମିଥାଏ I 4) 5ମିଲିଗ୍ରାମ ଜଡ଼ା ପତ୍ର ରସ ସହିତ ସମାନ ପରିମାଣର ଆଲଏଭେରା ରସ ମିଶାଇ ପିଇବା ଦ୍ୱାରା ଲିଭର ଜନିତ ସମସ୍ତ ସମସ୍ୟା ରୁ ମୁକ୍ତି ମିଳିଥାଏ I
5) ମହିଳାମାନଙ୍କର ସବୁଠୁ ବଡ ସମସ୍ୟା ହେଉଛି ସ୍ତନ କର୍କଟ I ଏହାଦ୍ୱାରା ,ମହିଳାଙ୍କୁ ବହୁ କଷ୍ଟ ସହିବାକୁ ପଡିଥାଏ ଏପରି ବେଳେବେଳେ ହୂଏକି ସ୍ତନ କର୍କଟ ଯୋଗୁଁ ସମ୍ପୂର୍ଣ ସ୍ତନ କୁ ବାହାର କରି ଦିଆଯାଇଥାଏ I ତେବେ ଯଦି ପ୍ରାଥମିକ ଅବସ୍ଥାରେ ଆପଣ ଙ୍କ ସ୍ତନରେ କୌଣସି ଜାଗାରେ ମାଂସ ଜମିବାକୁ ଲାଗୁଚି ଏବଂ ଟାଣ ଲାଗୁଚି ତେବେ ତୁରନ୍ତ ସେହି ଜାଗାରେ ଜଡ଼ା ତେଲ ମାଲିସ କରନ୍ତୁ
ଏହା ସହିତ ଏକ ଜଡ଼ା ପତ୍ର କୁ ଗରମ ପାଣିରେ ଫୁଟାଇ ସେହି ପତ୍ର କୁ ସ୍ଥନରେ ଲେପନ ଦେବା ଦ୍ୱାରା ସ୍ତନ କର୍କଟ ସମ୍ଭାବନା ନଥାଏ ଏହା ସହିତ ସ୍ତନ କୋମଳ ହେଇଥାଏ I ସ୍ତନରେ ଫୁଲା ,ଯନ୍ତ୍ରଣା କମିଥାଏ I