ପସନ୍ଦ କରନ୍ତୁ ଏହି ସବୁ ରୁ ଗୋଟେ ଜିନିଷ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ

ଆମେ ଜୀବନରେ କେମିତି ରହୁଥାଉ ଏବଂ କେମିତି ଲୋକଙ୍କୁ ପସନ୍ଦ କରିଥାଉ ତାହା ଆମ ଭାବନା ଉପରେ ନିର୍ଭର କରେ।ପ୍ରତ୍ୟେକ କଥାର କିଛି ନା କିଛି ଅର୍ଥ ନିଶ୍ଚୟ ଥାଏ।ଆପଣଙ୍କୁ ଏହି ପାଞ୍ଚୋଟି ଅକ୍ଷର A D P R S ମଧ୍ୟରୁ ଗୋଟିଏ ଅକ୍ଷର ବାଛିବାର ଅଛି।ଆଉ ଏହି ଅକ୍ଷର ଆପଣଙ୍କ ସ୍ଵଭାବ କୁ ଜଡ଼ିତ କିଛି କଥା କହିବ।

A – ଯଦି ଆପଣ ଏହି ଅକ୍ଷର ବାଛିଛନ୍ତି ତେବେ ଆପଣ ଦେଖିବାରେ ବହୁତ୍ ଆକର୍ଷକ ହୋଇଥିବେ।ଆପଣ ପ୍ରତ୍ୟେକ ସମ୍ପର୍କ ର ମହତ୍ଵ ରଖିଥାନ୍ତି।ଆବଶ୍ୟକ ପଡିବାରେ ଆପଣ ସେହି କାମ କରି ଦିଅନ୍ତି ଯାହାର କେହି ଆଶା ବି କରି ନ ଥିବେ।ଆପଣ ନା ତ କାହାକୁ ଧୋକା ଦିଅନ୍ତି ନା ଏପରି ମଣିଷକୁ ପସନ୍ଦ କରନ୍ତି।ଆପଣ ଜଣେ ସାଧା ସିଧା ମଣିଷ ଥାନ୍ତି ଆପଣଙ୍କୁ ବୁଲା ବୁଲି ଏବଂ ପାର୍ଟୀ କରିବା ବହୁତ୍ ପସନ୍ଦ ଥାଏ।

D ଯଦି ଆପଣ ଏହି ଅକ୍ଷର ବାଛିଛନ୍ତି ତେବେ ଆପଣ ବାହାରୁ ଯେତେ ଶାନ୍ତ ଦେଖାଯାଆନ୍ତି ଭିତରେ ସେତେ ଶାନ୍ତ ନୁହନ୍ତି।ଆପଣଙ୍କ ମନରେ ସବୁବେଳେ କିଛି ନା କିଛି କଥା ଚାଲିଥାଏ।ଅର୍ଥାତ୍ ଆପଣ ଅଧିକ ଭାବୁଥିବା ଲୋକ ହୋଇଥାନ୍ତି।ଆପଣଙ୍କୁ ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ବହୁତ୍ ଭଲ ଲାଗିଥାଏ।

P ଯଦି ଆପଣ ଏହି ଅକ୍ଷର ବାଛିଛନ୍ତି ତେବେ ଆପଣ ଟିକେ ଜିଦି ସ୍ଵଭାବ ର ଅଟନ୍ତି।ଆପଣ ନିଜର କଥାର ପକ୍କା ଅଟନ୍ତି।ଥରେ କରିଥିବା ପ୍ରତିଜ୍ଞା ଆପଣ କେଉଁ ବି ପରିସ୍ଥିତିରେ ପୂରଣ କରିଥାନ୍ତି।ଆପଣ କେବେ ବି କାହାର ଖରାପ୍ ଭାବି ନ ଥାନ୍ତି।କିନ୍ତୁ ଥରେ ଯିଏ ଆପଣଙ୍କ ଆଗରେ ଖରାପ୍ ହୋଇଯାଇଥାଏ ତାକୁ କେବେ ବି ନିଜର କରି ପାରନ୍ତି ନାହିଁ।ମିଛ କହିବା ଏବଂ ମିଛ କହୁଥିବା ଲୋକଙ୍କୁ ଆପଣ ଘୃଣା କରନ୍ତି।ଆପଣ ସବୁବେଳେ ସତ କହିବାକୁ ପସନ୍ଦ କରି ଥାନ୍ତି।

R ଯଦି ଆପଣ ଏହି ଅକ୍ଷର ବାଛିଛନ୍ତି ତେବେ ଆପଣ କମ୍ କଥା କହୁଥିବା ଏବଂ ମଜାଳିଆ ସ୍ଵଭାବ ର ଲୋକ ଅଟନ୍ତି।ଆପଣ ସମସ୍ତଙ୍କର ଶୁଣି ଥାନ୍ତି କିନ୍ତୁ ନିଜ ମନ ଅନୁସାରେ କରିଥାନ୍ତି।ଆପଣଙ୍କର ଦୁନିଆ ଦାରି ସହିତ କିଛି ଖାସ୍ କଂନେକସନ ନ ଥାଏ।କାରଣ ଆପଣ ନିଜ ଦୁନିଆରେ ହିଁ ହଜି ଥାନ୍ତି।ଆପଣ ସବୁବେଳେ ସିଧା କଥା ହେବାକୁ ପସନ୍ଦ କରି ଥାନ୍ତି।

S ଯଦି ଆପଣ ଏହି ଅକ୍ଷର ବାଛିଛନ୍ତି ତେବେ ଆପଣ ଜଣେ ସେଲ୍ ଫ ମେଟ୍ ପର୍ସନ୍ ଅଟନ୍ତି।

ଆପଣ ନିଜ ଦମ୍ ରେ ହିଁ ନିଜର ଆବଶ୍ୟକତା ପୁରାଣ କରି ଥାନ୍ତି।ଆପଣ ମନରୁ ବହୁତ୍ ସଫା ହୋଇଥାନ୍ତି କିନ୍ତୁ କେବେ କେବେ ଛୋଟ କଥାରେ ଅଧିକ ରାଗି ଯାଆନ୍ତି।ଆପଣ ନିଜର ସାଙ୍ଗ ମାନଙ୍କ ପ୍ରିୟ ହୋଇଥାନ୍ତି।ଆପଣ ଛୋଟ ବୟସରୁ ହିଁ ନିଜର କର୍ତ୍ତବ୍ୟ ଜାଣି ନିଅନ୍ତି।ଆଉ ତାକୁ ପୁରା କରିବା ପାଇଁ ଚେଷ୍ଟା ବି କରନ୍ତି।

Leave a Reply

Your email address will not be published. Required fields are marked *