ଚାନ୍ଦବାଲି: ସାପ କାମୁଡ଼ିଲା ବୋଲି ସାପ କୁ ନେଇ ମେଡିକାଲ୍ ରେ ପହଞ୍ଚିଲେ ବ୍ୟକ୍ତି

ଏହି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚାନ୍ଦ ବାଲି ହସ୍ପିଟାଲ୍ ରେ। ଜଣେ ବ୍ୟକ୍ତି ଙ୍କୁ ଏକ ନାଗ ସାପ କାମୁଡିବା ପରେ ବ୍ୟକ୍ତି ଜଣକ ସାପ କୁ ଧରି ନେଇ ପହଞ୍ଚି ଯାଇଥିଲେ ହସ୍ପିଟାଲ୍ ରେ।

ପ୍ରଥମେ ସେ ସାପ ନେଇ ଡାକ୍ତରଖାନା ରେ ପହଞ୍ଚିବା ଦେଖି ଲୋକ ଓ ଡାକ୍ତର ମାନେ ଭୟଭୀତ ହୋଇଯାଇଥିଲେ କିନ୍ତୁ ପର ମୁହୂର୍ତ୍ତ ରେ ଜଣା ପଡ଼ିଥିଲା କି ତାଙ୍କୁ କେଉଁ ସାପ କାମୁଡି ଅଛି ତାହା ଡାକ୍ତର ମଧ୍ୟ ଦେଖିବା ଦରକାର ଭାବି ସେ ସାପ କୁ ଧରି ହସ୍ପିଟାଲ୍ ରେ ପହଞ୍ଚି ଥିଲେ।

ବ୍ୟକ୍ତି ଙ୍କ ନାମ ହେଉଛି ଦୁଃଖୀରାମ ଏବଂ ସେ ଚାନ୍ଦବାଲି ର ବାସିନ୍ଦା

ପରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ।

Leave a Reply

Your email address will not be published. Required fields are marked *