ଦିନରେ ଶୋଇବାର କୁ ପ୍ରଭାବ ଗୁଡ଼ିକ

ଆୟୁର୍ବେଦ ଅନୁସାରେ ଯଦି ଆପଣ ଦିନ ରେ ସୋଇଛନ୍ତି ତାହେଲେ ଆପଣକଂ ଯେଉଁ ତିନି ପ୍ରକାର ଦୋଷ ଅଛି କଫ ଦୋଷ, ପିତ୍ତ ଦୋଷ ଓ ବାତ୍ତ ଦୋଷ ସେଥିରେ ସନ୍ତୁଳନ ରହିନଥାଏ।ଯାହା ଫଳରେ କି ଆମ ସ୍ବାସ୍ଥ୍ୟ ଉପରେ ଖରାପ୍ ପ୍ରଭାବ ପଡିଥାଏ।

କଫ ଦୋଷ

ସକାଳ ୬ ରୁ ଦିନ ୧୦ ମଧ୍ୟରେ ଶୋଇଲେ କଫ ଦୋଷ ବାହାରିଥାଏ।

କଫ ଦୋଷ ସମୟରେ ଯଦି ଆପଣ ଅକ୍ତିଭ୍ ରହିବେ କିମ୍ବା ଶାରୀରିକ ପରିଶ୍ରମ କରିବେ ତେବେ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ୍ ଭଲ ପ୍ରଭାବ ପକାଇ ଥାଏ।

ଯେଉଁ ମାନଙ୍କ ଦିନ ୧୦ ଟା ପରେ ଉଠିବା ଅଭ୍ୟାସ ଏହା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ବହୁତ୍ ଖରାପ୍ ପ୍ରଭାବ ପକାଇ ଥାଏ।

ପିତ୍ତ ଦୋଷ

ସକାଳ ୧୦ ଟା ରୁ ଯଦି ଦିନ ୨ ଟା ଭିତରେ ଆପଣ ସୋଇଛନ୍ତି ତାହେଲେ ଆପଣକଂ ପିତ୍ତ ଦୋଷ ବାହାରିଥାଏ।

ଏହି ସମୟରେ ମୁଖ୍ୟତଃ ସକାଳ ର ଖାଦ୍ୟ ତତ୍ତ୍ଵ ରୁ ଶକ୍ତି ବାହାରିଥାଏ ଏବଂ ଏହି ସମୟରେ ଶୋଇବା ଦ୍ଵାରା ଆପଣକଂ ଶରୀର ଦୁର୍ବଳ ଅନୁଭବ ହୋଇଥାଏ।

ବାତ୍ତ୍ ଦୋଷ

ଯଦି ଆପଣ ଦିନ ୨ ରୁ ସନ୍ଧ୍ୟା ୬ ଭିତରେ ସୋଇଛନ୍ତି ତାହେଲେ ଆପଣକଂ ବାତ୍ତ ଦୋଷ ହେବାର ସମ୍ଭାବନା ଥାଏ।

ଏହି ସମୟରେ ଆପଣଙ୍କୁ ଅଧିକ ରୁ ଅଧିକ ସୃଜନ ଶିଳା ଏହି ମାନସିକ କାମ କରିବା ଆବଶ୍ୟକ। ତେଣୁ ଏହି ସମୟରେ ଶୋଇବା ଦ୍ବାରା ଆପଣକଂ ସୃଜନଶୀଳତା ର ହାନି ଘଟିଥାଏ।

Leave a Reply

Your email address will not be published. Required fields are marked *