ସରକାରୀ କର୍ମଚାରୀ ଙ୍କୁ ପୂଜା ଭେଟି 20ହଜାର ଆଡ଼ଭାନ୍ସ

ଭୁବନେଶ୍ୱର:(ଓଡିଶା Exclusive ) ଆଗକୁ ଆସୁଛି ପାର୍ବଣ ର ଋତୁ ,ପ୍ରଥମେ ମା ଦୁର୍ଗା ଙ୍କର ଦଶହରା ,ଲକ୍ଷ୍ମୀ ଙ୍କର ଗଜଲକ୍ଷ୍ମୀ ପୂଜା ,ଏବଂ କାଳୀ ପୂଜା ସହିତ ଦୀପାବଳି I ପୂଜା ରେ ପ୍ରାୟତଃ ସମସ୍ତଙ୍କୁ ଉପହାର ଦିଆଯାଇଥାଏ ,ତେବେ ପୂଜା ବଜାର କୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମସ୍ତ ସରକାରୀ କର୍ମଚାରୀ ଙ୍କୁ ପୂଜା ଉପହାର ଭାବେ ଆଡଭାନ୍ସ ବାବଦରେ ୨୦ ହଜାର ଟଙ୍କା ଦିଆଯିବ I ଏହାକୁ ପରେ ସେମାନଙ୍କ ଦରମାରୁ ପ୍ରତିମାସ 2ହଜାର କଟାଯାଇ ଭରଣା କରାଯିବ 10 ମାସ ପର୍ଯ୍ୟନ୍ତ I ତେବେ ଏହା କେବଳ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉପଲବ୍ଧ I ଏନେଇ ବିଧିବଧ ଭାବରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରସ୍ତାବ କୁ ଅନୁମୋଦନ କରିଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି I

One Comment on “ସରକାରୀ କର୍ମଚାରୀ ଙ୍କୁ ପୂଜା ଭେଟି 20ହଜାର ଆଡ଼ଭାନ୍ସ”

  1. Only ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟର ସରକାରୀ କର୍ମଚାରୀ ଙ୍କୁ not for all govt. employ ????? LOL this is one type of loan not ପୂଜା ଭେଟି???

Leave a Reply

Your email address will not be published. Required fields are marked *