ନବରାତ୍ରି ର ୯ ଦିନରେ ଭୁଲ୍ ରେ ବି କରନ୍ତୁ ନାହି ଏହି ଭୁଲ୍

ଏହି ବର୍ଷ ୧୦ ଅକ୍ଟୋବର ରୁ ନବରାତ୍ରି ର ଆରମ୍ଭ ହୋଇ ଯାଇଛି। ଏହି ସମୟରେ ମା ଦୁର୍ଗା ଙ୍କ ବିଭିନ୍ନ ଅବତାର କୁ ପୂଜା କରାଯାଏ।

ନବରାତ୍ରି ରେ ଯଦି ଆପଣ ଉପବାସ କରୁଛନ୍ତି ତେବେ ଏହି କିଛି କାର୍ଯ୍ୟ କରିବାରୁ ନିଶ୍ଚିତ ବଞ୍ଚିତ ହୁଅନ୍ତୁ।ନହେଲେ ପଡ଼ିପାରେ ମା ଦୁର୍ଗା ଙ୍କ ଅଭିଶାପ।

ମା ଦୁର୍ଗା ଙ୍କ ପାଇଁ ବ୍ରତ ରଖିଥିବା ଲୋକ ମାନେ ନିଶ୍ଚୟ ଏହି ନିୟମ ସବୁ ପାଳନ କରନ୍ତୁ।

୧- ଘରେ କଳସ ସ୍ଥାପନ କରନ୍ତୁ ଏବଂ ଘରକୁ ଖାଲି କରି ଏହି ୯ଦିନ କୁଆଡେ ବି ଯାଆନ୍ତୁ ନାହି।

୨- ଏହି ୯ ଦିନ କେଶ କିମ୍ବା ନଖ କାଟନ୍ତୁ ନାହି। କିନ୍ତୁ ଏହି ସମୟରେ ପିଲା ଙ୍କ ଚୁଟି କାଟିବା ବହୁତ୍ ହି ଶୁଭ ମନା ଯାଏ।

୩- ଏହି ୯ ଦିନରେ କେବେ ବି ଦିନରେ ସୁଅନ୍ତୁ ନାହି।

୪- ନବରାତ୍ରି ରେ ଉପବାସ କରିଥିବା ବ୍ୟକ୍ତି ବଡ଼ି ଭୋର୍ ରୁ ଉଠି ସ୍ନାନ କରିବା ଉଚିତ୍।

୫- ନବରାତ୍ର ରେ ଉପବାସ କରିଥିବା ବ୍ୟକ୍ତି ମାନେ ବେଲ୍ଟ୍, ମନି ପର୍ଶ, ଜୋତା ପରି ଚମଡା ଜିନିଷ ବ୍ୟବହାର କରିବା ଉଚିତ୍ ନୁହେଁ।

୬- ଏହି ୯ ଦିନରେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ ଏବଂ ଭୁଲ୍ ରେ ବି ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *