ଆଉ ଟ୍ରେନ୍ କୁ ଆସିପାରିବେ ନାହି ବୁଲା ବିକାଳୀ: ରେଳ ମନ୍ତ୍ରଣାଳୟ ର ନୂଆ ନିଷ୍ପତି

ରେଳ ଯାତ୍ରୀ ମାନଙ୍କ ଉତ୍ତମ ପରିବେଶ ଓ ସ୍ବାସ୍ଥ୍ୟ କୁ ଆଖି ଆଗରେ ରଖି ଏହିପରି ନିଷ୍ପତି ନେଇଛି ରେଳ ମନ୍ତ୍ରଣାଳୟ।

ବର୍ତ୍ତମାନ ରେଳ ର ନିୟମ ହିସାବରେ କେବଳ ଆଇ ଆର୍ ସି ଟି ସି ହିଁ ଲୋକ ମାନଙ୍କ ପାଖରେ ଖାଦ୍ୟ ଓ ପାନୀୟ ପହଞ୍ଚାଇବ। ବାହାର ବୁଲା ବିକାଳୀ ଯଥା ସିଙ୍ଗଡ଼ା, ଚାହା ଇତ୍ୟାଦି ବିକାଳୀ ମାନଙ୍କୁ ଟ୍ରେନ୍ ରେ ବିକ୍ରି ପାଇଁ ଆଉ ଅନୁମତି ଦିଆଯିବ ନାହିଁ।

ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ରେ ଏହା କେବଳ ଦିଲ୍ଲୀ, କାନପୁର, ନାଗପୁର,ଭୋପାଳ,ଏତରସି ଓ ଝଂଶି ପାଇଁ ଆରମ୍ଭ ହେବାକୁ ଯାଉଚି।

ଏହି ଷ୍ଟେସନ ଗୁଡ଼ିକ ରେ ଏହାର ପ୍ରଭାବ ଦେଖିଲା ପରେ ଯଦି ହେବ ଭଲ ଫଳ ଦେବ ତାହେଲେ ଏହା ଅନ୍ୟ ସମସ୍ତ ଷ୍ଟେସନ ରେ ମଧ୍ୟ କାର୍ଯ୍ୟକାରୀ କରାଯିବ।

Leave a Reply

Your email address will not be published. Required fields are marked *