ଜପ କରନ୍ତୁ ଏହି ମନ୍ତ୍ର କୁ,ଦୂର ହେବ ଆପଣଙ୍କ ସବୁ ଦୁଃଖ କଷ୍ଟ

ବହୁତ୍ ଲୋକ ଏମିତି ଅଛନ୍ତି ଯେଉଁମାନେ ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜର ଖାଦ୍ୟ ପେୟ ଉପରେ ବିଶେଷ ଭାବରେ ଧ୍ୟାନ ଦେଇ ପାରି ନ ଥାନ୍ତି।ଯାହା ଫଳରେ ସେମାନଙ୍କର ଦେହ ଖରାପ୍ ହେବାରେ ଲାଗେ।ଯେ ଭଳି ଭାବରେ ବୟସ ବଢି ଚାଲେ ସେଭଳି ଭାବରେ ଶରୀର କମଜୋର୍ ହେବାକୁ ଲାଗେ।ଆଉ ଯେତେବେଳେ ରୋଗ ଶରୀରକୁ ନିଜ କବଜାକୁ ନେଇ ଯାଏ ସେତେବେଳେ ମଣିଷ ଅସ ହାୟ ହୋଇପଡ଼େ।

ଆଉ ମଧ୍ୟ ଅନେକ ସମୟରେ ଅନେକ ଉପଚାର କଲେ ମଧ୍ୟ କିଛି ସୁଫଳ ମିଳେ ନାହିଁ।ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ତ୍ର ବିଷୟରେ ଜଣେଇବାକୁ ଯାଉଛୁ ଯାହାକୁ ଆପଣ ପ୍ରତ୍ୟେକ ଗୁରୁବାର ଯଦି ଜପ କରନ୍ତି ତାହେଲେ ଆପଣଙ୍କୁ ଆପଣଙ୍କ ଶରୀର ଜନିତ କୌଣସି ବି ରୋଗ ହେବ ନାହିଁ।ଏହା ସହିତ ଆପଣ ଯଦି କୌଣସି ରୋଗକୁ ନେଇ ବହୁତ୍ ସମୟ ଧରି ଚିନ୍ତିତ ଅଛନ୍ତି ତାହା ବି ଚାଲିଯିବ।ଏହା ବ୍ୟତୀତ ମଧ୍ୟ ଏହି ମନ୍ତ୍ର ମଧ୍ୟ ଘରେ ଧନ ବୃଦ୍ଧି କରିବାରେ ସାହାଯ୍ୟ କରେ।ଚାଲନ୍ତୁ ଜାଣିବା ସେହି ଶକ୍ତି ଶାଳୀ ମନ୍ତ୍ରଟିକୁ
“ଓଁ ହୁଂ ବିଷ୍ଣବେ ନମ୍ଃ ”
ଏହି ମନ୍ତ୍ରକୁ ଆପଣ ସୁର୍ଯୋଦୟ ପୂର୍ବରୁ ୧୧ ଥର ଜପ କରନ୍ତୁ।ଏବଂ ମନେ ରଖନ୍ତୁ ଏହା କେବଳ ଗୁରୁବାର ଦିନ କରିବେ।ଏହା ବ୍ୟତୀତ ଏହି ମନ୍ତ୍ରକୁ ଜପ କରିବା ଦ୍ବାରା ଜପ କରିବା ବ୍ୟକ୍ତିକୁ ଧନ ସମ୍ପତିରେ ପରିପୂର୍ଣ୍ଣ କରିଥାଏ।

Leave a Reply

Your email address will not be published. Required fields are marked *