ବାଣ ଫୁଟା ଉପରେ ଲାଗିଲା କଟକଣା ,ଦୀପାବଳି ରେ ମାତ୍ର 2ଘଣ୍ଟା ବାଣ ଫୁଟାଇବାକୁ ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ

ଆଗକୁ ଆସୁଛି ଦୀପାବଳି। ପ୍ରଦୂଷଣ କୁ ରୋକିବା ପାଇଁ ଏବେ ଠାରୁ କିଛି ନୂଆ ନିୟମ କରିଛନ୍ତି ମାନ୍ୟବର ସୁପ୍ରମକୋର୍ଟ।

ଦୀପାବଳି ରେ ବାଣ ଫୁଟାଇବାକୁ ମାତ୍ର ୨ ଘଣ୍ଟା ର ସମୟ ନିର୍ଧାରଣ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ଯାହାର ବି ବାଣ ଫୁଟାଇବା ର ଅଛି ସେ ଏହି ସମୟ ମଧ୍ୟରେ ହିଁ ଫୁଟାଏବେ।

୨୦୧୭ ମସିହା ରେ ସର୍ବ ପ୍ରଥମେ ଦିଲ୍ଲୀ ରେ ପ୍ରଦୂଷଣ କୁ ଆଖି ଆଗରେ ରଖି ବାଣ ଫୁଟାଇବା ଉପରେ ଅଙ୍କୁଶ ଲଗା ଯାଇଥିଲା।କିନ୍ତୁ ଏବେ ସାରା ଦେଶ ରେ ବାଣ କୁ ନିୟନ୍ତ୍ରିତ କରାଯାଉଛି।

ଏହା ନିଶ୍ଚିତ ଭାବରେ ସ୍ୱଚ୍ଛତା ଓ ସୁନ୍ଦର ପରିବେଶ ପାଇଁ ଏକ ଭଲ ପଦକ୍ଷେପ। ଆସନ୍ତା କାଲି ବାୟୁ ପ୍ରଦୂଷଣ ପାଇଁ ଆମେ ବି ଭୋଗିବା ତେବେ ଆଜି ଠାରୁ କାହିଁକି ସଜାଗ ନ ହେବା।

ଏହି ସୁନ୍ଦର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ସେୟାର କରିବାକୁ ଅନୁରୋଧ।

Leave a Reply

Your email address will not be published. Required fields are marked *