ଶିମଳା ର ନାମ ପରିବର୍ତନ ହେଇ “ଶ୍ୟାମଳା” ହେବ

ସବୁଠାରୁ ଲୋକପ୍ରିୟ ତଥା ପ୍ରାଚୀନ କୀର୍ତିରାଜ ସ୍ଥାନ ଗୁଡିକର ପୁରୁଣା ନାମ ବଦଳା ଯାଇ ନୂଆ ନାମରେ ନାମିତ କରାଯାଉଛି ,କିଛିଦିନ ତଳେ ଆଲାହାବାଦ ନାମ ପରିବର୍ତନ କରାଯାଇ ପ୍ରୟାଗରାଜ ରଖାଯାଇଥିଲା I ଏବେ ପାହାଡ଼ ପର୍ବତମାଳା ର ସୁନ୍ଦର କୀର୍ତିରାଜ ତଥା ପ୍ରକୃତିର ଅନନ୍ୟ ଉପହାର ଶିମଲା ର ନାମ ପରିବର୍ତନ କରାଯିବାକୁ ଏକ ହିନ୍ଦୁ ସଘଠନ ଜୋରଦାର ଉଦ୍ୟମ ଜାରି ରଖିଛି I ଶିମଲାର ନାମ ପରିବର୍ତନ କରାଯାଇ “ଶ୍ୟାମଳା”ରଖିବାକୁ ପ୍ରସ୍ତାବ ଦିଆଯାଇଛି ।ଏହି ନୂତନ ନାମ କୁ ମଧ୍ୟ ସମସ୍ତେ ସମର୍ଥନ କରୁଥିବାର ନଜର ଆସିଛି I

ଏନେଇ ଖୋଦ ହିମାଚଳ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ବିପିନ ସିଂ ପରମାର ସମର୍ଥନ ଜଣାଇ ନିଜର ପ୍ରତିକ୍ରିୟା ରେ କହିଛନ୍ତି ଯେ ଯଦି ଜନସାଧାରଣ ଚIହୁଁଛନ୍ତି ଯେ ଶିମଲା ର ନାମ ପରିବର୍ତନ ହେଇ ଶ୍ୟାମଳା ହେଉ, ଆମେ ଏହାକୁ ସମର୍ଥନ କରିବୁ”I

Leave a Reply

Your email address will not be published. Required fields are marked *