ଧନ୍ ତେରସ୍ ଦିନ କିଣନ୍ତୁ ଏହି ୧୨ ଟି ଜିନିଷ: ମାତା ଲକ୍ଷ୍ମୀ ଙ୍କ କୃପା ବନି ରହିବ

ହିନ୍ଦୁ ଧର୍ମରେ ଧନ୍ତେରସ୍ ସୁଖ ସମୃଦ୍ଧି ଆଉ ବୈଭବ ମନା ଯାଏ।ଏହିଦିନ ଧନର ଦେବତା କୁବେରଙ୍କ ପୂଜାରେ ବଡ଼ ମହତ୍ଵ ଅଛି।ଏବେ ଜାଣିବା ଏହି ଦିନ କେଉଁ ଜିନିଷ କିଣିବା ଉଚିତ୍।
୧.ଗଣେଶ ଏବଂ ଲକ୍ଷ୍ମୀଙ୍କ ମୂର୍ତ୍ତି
୨. ଧାତୁର ଜିନିଷ ଯେପରି ସୁନା, ଚାନ୍ଦୀ ଏବଂ ପିତଳ
୩. ସ୍ପଟିକର ଶ୍ରୀ ଯନ୍ତ୍ର
୪. ଝାଡୁ – ଏହା ଦ୍ବାରା ନକାରାତ୍ମକ ଶକ୍ତି ଘରୁ ବାହାରକୁ ଚାଲିଯାଇଥାଏ।
୫.କଉଡ଼ି

୬.ଶଙ୍ଖ ଏହା ହେଉଛି ସୁଖ ସମୃଦ୍ଧିର ପ୍ରତୀକ ତେଣୁ ଏହାକୁ ଘରକୁ ଆଣନ୍ତୁ।
୭.ଲୁଣ – ଏହି ଦିନ ଲୁଣ ପ୍ୟାକେଟ୍ ଘରକୁ ଅଣନ୍ତୁ ଏବଂ ଏହି ଦିନ ବ୍ୟବହାର ମଧ୍ୟ କରନ୍ତୁ।ଏହା ଦ୍ବାରା ବର୍ଷସାରା ଧନ ଅଭାବ ରହେନାହି।
୮. ଧଣିଆ- ଦୀପାବଳୀ ଦିନ ଲକ୍ଷ୍ମୀ ପୂଜା ସମୟରେ ଏହାର ବି ପୂଜା କରନ୍ତୁ।
୯. କୁବେରଙ୍କ ମୂର୍ତ୍ତି କିମ୍ବା ଫଟୋ
୧୦.ଗୋମତୀ ଚକ୍ର ଏହି ଦିନ ପୂଜା କରି ଆଲମାରୀ ରେ କିମ୍ବା ନିଜେ ପିନ୍ଧିପାରନ୍ତି।
୧୧. ସାତମୁଖି ରୁଦ୍ରାକ୍ଷ
୧୨.ଦୀପ

ତେବେ ଉପରୋକ୍ତ ଜିନିଷ ମଧ୍ୟରୁ ଅଧିକ ରୁ ଅଧିକତମ ଜିନିଷ କିଣିବା ପାଇଁ ଚେଷ୍ଟା କରନ୍ତୁ।

Leave a Reply

Your email address will not be published. Required fields are marked *