ରାବଣ ମରିବା ପୂର୍ବରୁ ସ୍ତ୍ରୀ ମାନଙ୍କ ବିଷୟରେ କହିଥିଲେ ଏହି ୩ଟି ସତ୍ୟ

ରାବଣ ମରିବା ପୂର୍ବରୁ ସ୍ତ୍ରୀ ବିଷୟରେ କହିଥିବା ଏହି ୩ ଟି କଥା ବିଷୟରେ ଆମେ ଜାଣିବା।ଯାହା ଆଜି ପର୍ଯ୍ୟନ୍ତ ସତ୍ୟତାରେ ପରିଣତ ହୋଇଆସୁଛି।
ଆପଣ ତ ରାମାୟଣ ବିଷୟରେ ଶୁଣିଥିବ ରାବଣ ଯିଏ କି ମାତା ସୀତାଙ୍କୁ ହରଣ କରି ନେଇଥିଲା।ଏବଂ ପ୍ରଭୁ ରାମଙ୍କ ସହିତ ଶତ୍ରୁତା କରି ନିଜ ମୃତ୍ୟୁକୁ ଆମନ୍ତ୍ରଣ କରିଥିଲା।

ଆପଣ ଜାଣିଛନ୍ତି ରାବଣ ଖୁବ୍ ଜ୍ଞାନୀ ଥିଲେ।ମାତା ସୀତାଙ୍କୁ ହରଣ କରିବା ପରେ ମଧ୍ୟ ସେ ସୀତାଙ୍କ ସହ କୌଣସି ଖରାପ୍ ବ୍ୟବହାର କରି ନ ଥିଲା।ରାବଣ ମାତା ସୀତାଙ୍କୁ ହରଣ କରିବା ପରେ ହିଁ ରାମଙ୍କ ହାତରେ ମୃତ୍ୟୁ ବରଣ କରିଥିଲା।ଏବଂ ସେ ମୃତ୍ୟୁ ପୂର୍ବରୁ ତାଙ୍କ ପତ୍ନୀଙ୍କୁ ଏମିତି କିଛି କଥା କହିଥିଲେ ସେ ମଧ୍ୟରୁ ଆଜି ଆମେ ତିନୋଟି କଥା ବିଷୟରେ ଜାଣିବା।

ଯାହା ବି ଆଜି ଆପଣଙ୍କ ଏହି ଦୁନିଆରେ ଲାଗୁ ରହୁଛି।
ଯେଉଁ ଲୋକ ଅଚାନକ ନିଜ କଥାକୁ ପରିବର୍ତ୍ତନ କରିଥାନ୍ତି ସେହି ଲୋକ କେବେ ହେଲେ ଜୀବନରେ ସତ୍ୟ କହି ନ ଥାନ୍ତି।ସେହି ଲୋକ ବଡ଼ ବିବାଦ କରାଏ ।

ରାବଣ ନିଜ ପ୍ରାଣ ତ୍ୟାଗ କରିବା ପୂର୍ବରୁ ଏହା ମଧ୍ୟ କହିଥିଲେ କି ସ୍ତ୍ରୀ ମାନେ ସର୍ବଦା ଏକ କଥାକୁ ଅନ୍ୟତ୍ର ଆଲୋଚନା କରିଥାନ୍ତି।କୌଣସି କଥାକୁ ସେ ଗୋପନୀୟ ରଖନ୍ତି ନାହିଁ।ଏବଂ ନିଜ ସ୍ଵାମୀଙ୍କ କଥାକୁ ବି ଏପରି କରିଥାନ୍ତି।

ରାବଣ ମୃତ୍ୟୁ ପୂର୍ବରୁ ଏହା ବି କହିଥିଲା ଯେ ସ୍ତ୍ରୀ ମାନେ ବହୁତ୍ ସ୍ବାର୍ଥବାଦି।ନିଜର ସ୍ବାର୍ଥ ପୂରଣ କରିବାକୁ ସେମାନେ କିଛି ବି କରିପାରନ୍ତି।ଅନେକ ଲୋକ ଏପରି କହିଥାନ୍ତି ଯେଉଁମାନେ ଏପରି ସ୍ତ୍ରୀକୁ ସମର୍ଥନ କରିଥାନ୍ତି।ଏହା ଥିଲା ରାବଣ ମୃତ୍ୟୁ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କୁ କହିଥିବା କଥା।

Leave a Reply

Your email address will not be published. Required fields are marked *