ପୁରୁଷ ବନ୍ଧୁ ଙ୍କୁ ପାଇବାକୁ ନିଜ ପୌରୁଷତ୍ୱ ହରାଇ ଲିଙ୍ଗ ପରିବର୍ତନ କରି ମହିଳା ସାଜିଲେ ସମଲିଙ୍ଗୀ ବନ୍ଧୁ

କୁହାଯାଏ ପ୍ରେମ ଅନ୍ଧ ,କେବେ କାହାସହିତ କେମିତି ହେଇଯାଏ କହିହୁଏନି I ପ୍ରେମ ରେ ନା ଥାଏ ଜାତି ନା ଗୋତ୍ର ନା ଧନୀ ଗରିବ ,କେବଳ ଦୁଇଟି ମନର ମିଳନ I ତେବେ ଯଦି ଦୁଇଜଣ ସମଲିଙ୍ଗୀ ଙ୍କ ମଧ୍ୟରେ ପ୍ରେମ ହେଇଯାଏ ? କଣ ବାସ୍ତବ ରେ ପରିଣତ ହେବ କି ଏଇ ପ୍ରେମ ? ଅନ୍ୟ ମାନଙ୍କ ପରି ଏମାନେ ବି କଣ ବିବାହ ବନ୍ଧନ ରେ ବାନ୍ଧିହେବେ କି ?? ଠିକ ଏମିତି ଏକ ଘଟଣା ଘଟିଛି କୋଲକାତାରେ I ଦୁଇଜଣ ପୁରୁଷ ବନ୍ଧୁ ଅନିକ ଏବଂ ସଗ୍ନିକ ଏକା ସାଙ୍ଗରେ କାମ କରୁ କରୁ ଦୁହିଁଙ୍କ ପ୍ରେମରେ ପଡିଯାଇଥିଲେ I

ପରେ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଗଢି ଉଠିଥିଲା I ଦୁହେଁ ବିବାହ ପାଇଁ ନିଷ୍ପତି ନେବାରୁ ଘର ଲୋକ ରାଜି ହେଇନଥିଲେ Iକିନ୍ତୁ ନିଜ ପ୍ରେମ କୁ ହରେଇବାକୁ ଚାଁହୁନଥିଲେ ପ୍ରେମୀ ଯୁଗଳ ତେଣୁ ନିଜ ଜୀବନସାଥୀ କୁ ପାଇବାକୁ ବନ୍ଧୁ
ଅନିକ ନିଜର ଲିଙ୍ଗ ପରିବର୍ତନ କରି ଝିଅ ହେଇଯାଇଥିଲେ ଏବଂ ଅନିକ ବଦଳରେ ସବୁଦିନ ପାଇଁ ଏନି ନାମରେ ପରିବର୍ତନ ହେଇଗଲେ I

ଏବଂ ଦୁହିଁଙ୍କର ବିବାହ ମଧ୍ୟ ସମ୍ପର୍ଣ୍ଣ ହେଇଚି I

Leave a Reply

Your email address will not be published. Required fields are marked *