ପୂଜା ଘରେ କେବେ ବି ହେବାକୁ ଦିଅନ୍ତୁ ନାହି ଏହି ଭୁଲ୍: ହୋଇଯିବେ ବର୍ବାଦ୍

ଯେଉଁ ଘର ମାନଙ୍କରେ ଏହି ଭୂଲ୍ ହୋଇ ଥାଏ ସେହି ଘର ପୁରା ବର୍ବାଦ୍ ହେଇ ଯାଏ। ଏବଂ ଭୂତ ପ୍ରେତ ଆସି ବାସ କରିଥାନ୍ତି। ଏମିତି ରେ ଦରିଦ୍ର ତା ମଧ୍ୟ ସେହି ଘରେ ଦେଖା ଯାଇଥାଏ।

ସାଧାରଣତଃ ହିନ୍ଦୁ ଧର୍ମ ରେ ଘରେ ବାନା ଯାଇଥିବା ମନ୍ଦିର ବା ପୂଜା ଘର ର ବହୁତ୍ ମହତ୍ୱ ଥାଏ।ଘର ର ଏହା ସେହି ଜାଗା ହୋଇଥାଏ ଯେଉଁଠୁ ସକାରାତ୍ମକ ଚିନ୍ତାଧାରା ପ୍ରାପ୍ତ ହେଇ ଥାଏ। ଆଉ ଯେଉଁଠି ବସିବା ଦ୍ବାରା ମନକୁ ଶାନ୍ତି ମିଳିଥାଏ। ପ୍ରାଏ କିଛି ଲୋକ ଘରେ ଏମିତି ଭୂଲ୍ କରି ଦିଅନ୍ତି ଯାହା ଦ୍ବାରା ସେମାନେ ପୁରା କାଙ୍ଗାଳ ହୋଇ ଯାନ୍ତି।

ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘର ବନେଇବା ସମୟରେ ଏହି କଥାରେ ଧ୍ୟାନ ଦବା ଦରକାର।

1. ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ ଯେ ପୂଜା ଘରେ ଗୋଟେ ଠାକୁରଙ୍କ ଗୋଟେ ହି ମୂର୍ତ୍ତି ରଖିବାକୁ ପଡ଼ିବ। ଗୋଟେ ଭଗବାନ ଙ୍କ ଦୁଇ ଦୁଇଟି ଫଟୋ ରଖିଲେ ଏହାକୁ ଅଶୁଭ ମନା ଯାଏ।
2. ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘରେ ଠାକୁରଙ୍କ ଫଟୋ ବ୍ୟତୀତ କୋଉ ଗୁରୁ କିମ୍ବା ପିତୃଙ୍କ ଫଟୋ ଲଗନ୍ତୁନି। ଏହା ଦ୍ବାରା ଘରେ ଅଶୁଭ ଶକ୍ତି ର ବାସ ହୋଇ ଥାଏ। ସେଥି ପାଇଁ ଏହି ଭୁଲ୍ କରନ୍ତୁ ନାହିଁ।
3. ଯେଉଁ ଘରେ ଶିଡି ତଳେ ମନ୍ଦିର ବାନା ଯାଇ ଥାଏ ସେହି ଘରେ ଦରିଦ୍ର ତା ନିଜ ବାସ ବନେଇ ଦେଇ ଥାଏ। ଏଥି ଦ୍ବାରା ଘରେ ସବୁବେଳେ ଝଗଡ଼ା ଲାଗି ରହିଥାଏ।
4. ପୂଜା ଘରକୁ କେବେ ଦକ୍ଷିଣ ଦିଗରେ ରେ ବାନନ୍ତୁ ନାହିଁ। କୁହା ଯାଏ କି ଦକ୍ଷିଣ ଦିଗରେ ଅଶୁଭ ଶକ୍ତି ର ପ୍ରଭାବ ରହିଥାଏ। ତେଣୁ ନକାରାତ୍ମକ ଶକ୍ତି ର ପ୍ରବେଶ ହୋଇ ଥାଏ।
5. ଯଦି ଆପଣ ଦକ୍ଷିଣ ଦିଗ ରେ କିଛି ଲଗେଇବାକୁ ଚାହୁଛନ୍ତି ତ ପିତୃ ମାନଙ୍କ ଫଟୋ ଲଗେଇ ପାରିବେ। ଏମାନଙ୍କ ପାଇଁ ଏହା ଭଲ ଅଟେ।

6. ହେଉ ଘରେ କାନ୍ଥ ରେ ଠାକୁର ଙ୍କ ଫଟୋ ଲଗା ଯାଇଥାଏ ସେହି ଘରେ ଶୁଭ ଶକ୍ତି ର ଅଭାବ ଦେଖା ଯାଇଥାଏ। ଆପଣଙ୍କ ଘରେ ବିମାରି ବାସ ବନେଇ ଦିଏ।
7.ଠାକୁର ଘର ର ଥାକ ଉପରେ କୌଣସି ବି ଜିନିଷ ରଖନ୍ତୁ ନାହିଁ। ଏହା ଦ୍ବାରା ଧନ ର ଦେବୀ ଲକ୍ଷ୍ମୀ ରାଗି ଯାଇ ଥାଆନ୍ତି।
8. ଘର ର ଶୋଇବା ଘରେ ଠାକୁର ଘର ବନେଇଲେ ବହୁତ୍ ଅଶୁଭ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ସେହି ଲୋକ ବହୁତ୍ ଜଲ୍ଦୀ ଗରିବ ମଧ୍ୟ ହୋଇ ଯାଏ।
9.ଆପଣ ମାନେ ଘର ବନେଇବା ସମୟରେ ଆପଣଙ୍କ ପୂଜା ଘର ର ରଙ୍ଗ ଅନ୍ୟ ଘର ର ରଙ୍ଗ ଠୁ ଅଲଗା ରଙ୍ଗ ର କରିବେ। ବସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘରେ ଧଳା, ନୀଳ, କଳା ରଙ୍ଗ ଲଗେଇବେ ନାହିଁ।
10. ମନେ ରଖନ୍ତୁ ପୂଜା ଘରେ କେବେ ବି ବସି ଫୁଲ କିମ୍ବା ଖାଲି ଖୋଳ ରଖିବେ ନାହିଁ। ଏହା ଦ୍ବାରା ଘରେ ବେମାରୀ ଏବଂ ଦରିଦ୍ର ତା ପ୍ରବେଶ କରିଥାଏ।

Leave a Reply

Your email address will not be published. Required fields are marked *