ସରକାରୀ କର୍ମଚାରୀ ଙ୍କୁ ଦୀପାବଳି ଭେଟି ଭାବରେ ମହଙ୍ଗା ଭତ୍ତା ବୃଦ୍ଧି କଲେ

ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଦୀପାବଳି ଭେଟି ଭାବରେ ମହଙ୍ଗା ଭତ୍ତା ଦେଇଛନ୍ତି I ଅତିରିକ୍ତ ମହଙ୍ଗା ଭତ୍ତା ଭାବରେ ସରକାର ଏହାକୁ ଅନୁମୋଦନ କରିଛନ୍ତି I ରାଜ୍ୟରସମସ୍ତ ସରକାରୀ ଉଦ୍ୟୋଗ(ପିଏସୟୁ) କର୍ମଚାରୀ ମାନଙ୍କ ପାଇଁ ଏହି ମହଙ୍ଗା ଭତ୍ତା ଲାଗୁ ହେଇଥିଲେ ମଧ୍ୟ ଯେଉଁ ସରକାରୀ ଉଦ୍ୟୋଗଗୁଡିକ ଗାଇଡ଼ ଲାଇନ ଦ୍ୱାରା ପରିଚାଳିତ ହେଇ ନିର୍ଦ୍ଧାରିତ ସର୍ତ୍ତ ଅନୁଯାଇ ନିୟମ ପାଳନ କରିଛନ୍ତି କେବଳ ସେହି ଉଦ୍ଦ୍ୟୋଗର କର୍ମଚାରୀମାନେ ଏହି ମହଙ୍ଗା ଭତ୍ତା ପାଇବାକୁ ଯୋଗ୍ୟ

ବୋଲି ନିର୍ଦେଶ ରେ କୁହାଯାଇଛି I ଏହି ମହଙ୍ଗା ଭତ୍ତା ପିଛିଲା ଭାବରେ ଜୁଲାଇ ୧ରୁ ଦିଆଯିବ I

Leave a Reply

Your email address will not be published. Required fields are marked *