ଦୀପାବଳି ରେ ଏହି ୫ଟି ଜିନିଷ କାହାକୁ ବି ଦାନ ଦିଅନ୍ତୁ ନାହିଁ: ଘରୁ ଚାଲିଯିବେ ଲକ୍ଷ୍ମୀ

ଆଲୋକ ର ପର୍ବ ଦୀପାବଳି। ଏହି ପର୍ବ ରେ ଲୋକ ମାନେ ଅନ୍ୟ କୁ କିଛି ଉପହାର ଦେଇ ଥାଆନ୍ତି। ଦୀପାବଳି ରେ ଉପହାର ଦେବା ବହୁତ୍ ଭଲ କିନ୍ତୁ ଏମିତି କିଛି ଉପହାର ଅଛି ଯାହାକୁ କେବେ ବି ଦବା କଥା ନୁହେଁ।

ଏମିତି କିଛି ଜିନିଷ ଅଛି ଯାହାକୁ ଆପଣ ଦୀପାବଳି ଦିନ ଅନ୍ୟ କୁ ଦେବା ଦ୍ବାରା ଘର ର ଲକ୍ଷ୍ମୀ ଅନ୍ୟ ଘରକୁ ଚାଲି ଯାନ୍ତି। ସେଥି ପାଇ ଏହି ପାଞ୍ଚୋଟି ଜିନିଷ ଦୀପାବଳି ଦିନ କେବେ କାହାକୁ ଦେବା ଉଚିତ୍ ନୁହେଁ।

ଯାହା ଫଳ ରେ ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲିଯିବେ :

1. ଦୀପାବଳି ଦିନ ଷ୍ଟିଲ କିମ୍ବା ଲୁହା ରେ ତିଆରି ଜିନିଷ କାହାକୁ ଦିଅନ୍ତୁ ନାହିଁ। ଏହା ବଦଳ ରେ ଆପଣ ଏହି ଧାତୁ ର ଜିନିଷ ନିଜ ଘରକୁ କିଣି ଆଣନ୍ତୁ। ଏହା ଦ୍ବାରା ଆପଣଙ୍କ ଫାଇଦା ହେବ
2. ଏହି ଦିନ ସିଲ୍କ ରେ ତିଆରି କପଡା ବା ଡ୍ରେସ କାହାକୁ ବି ଦିଅନ୍ତୁ ନାହିଁ। ଏହା ଦ୍ବାରା ସେହି ଲୋକ ର କ୍ଷତି ହୋଇ ଥାଏ।
3. ଦୀପାବଳି ଦିନ ଗଣେଶ ଓ ଲକ୍ଷ୍ମୀ ଙ୍କ ଖାସ୍ ମହତ୍ୱ ରହିଥାଏ। ଏହି ଦିନ କାହାକୁ ବି ଏହି ମୂର୍ତି ଦିଅନ୍ତୁ ନାହିଁ। ଏହା ଦ୍ବାରା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଅନ୍ୟ ଘରକୁ ଚାଲି ଯାନ୍ତି।

4. ସୁନା ଓ ଚାନ୍ଦି ଦୀପାବଳି ଦିନ ଘରକୁ ଆଣିଲେ ବହୁତ୍ ଶୁଭ ହୋଇଥାଏ। କିନ୍ତୁ ଏହି ଦିନ ସୁନା କିମ୍ବା ଚାନ୍ଦି ଯଦି ଅନ୍ୟକହାକୁ ଦିଆ ଯାଇ ତେବେ ଘରେ ଅଶୁଭ ଦେଖା ଯାଇଥାଏ। ଏବଂ ଧନ ର କମି ଦେଖା ଯାଇଥାଏ।
5. ଦୀପାବଳି ଦୀପାବଳି ର ପାଞ୍ଚ ଦିନ ପୂର୍ବରୁ ତେଲ ଓ କାଠ କାହାକୁ ଦେବା କିମ୍ବା ଘରକୁ ଆଣିବା ଉଚିତ ନୁହଁ। ଏହା ଦ୍ବାରା ମା ଲକ୍ଷ୍ମୀ ଅପ୍ରସନ୍ନ ହୋଇ ଯାନ୍ତି। ଏହି ଜିନିଷ ଆବଶ୍ୟକ ଥିଲେ ଦୀପାବଳି ର ପାଞ୍ଚ ଦିନ ପୂର୍ବରୁ ନେଇ ଆସନ୍ତୁ।

Leave a Reply

Your email address will not be published. Required fields are marked *