ରାଜଧାନୀରେ ଗଡ଼ିଲା ‘‘ମୋ ବସ୍‌’’…ପ୍ରଥମ ଯାତ୍ରୀ ଭାବେ ଟିକଟ କିଣି ଯାତ୍ରା କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ଦିନକୁ ଦିନ ଭୁବନେଶ୍ୱର ର ଜନସଂଖ୍ୟା ବଢ଼ିବାରେ ଲାଗିଛି I ସହର ର ଗମନାଗମନ ରେ ସୁଧାର ତଥା ଯାତ୍ରୀ ଙ୍କ ସୁବିଧା ପାଇଁ ମୋ ବସ ଯୋଜନାରେ ଆଜି 200ବସ ଗଡିଛି I ଏହି ବସ ଗୁଡିକ ଭୁବନେଶ୍ୱର ରୁ ପୁରୀ ,କଟକ ଯାତାୟାତ କରିବ I ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବସ ଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଛି I ନିଜେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଆଜି ଶୁଭାରାମଃ କରି ପ୍ରଥମେ ଟିକେଟ କାଟି ବିଧାନସଭା ଆସିଥିଲେ I

ଖୁବ ଶୀଘ୍ର ଆଗକୁ ଅଧିକ ବସ ଯାତାୟାତ ର ବ୍ୟବସ୍ତା କରାଯିବ Iଯାତ୍ରୀମାନେ କିପରି କୌଣସି ସମସ୍ୟା ନଭୋଗୀ ଭଲରେ ଯାତାୟାତ କରିପାରିବେ ସେନେଇ ପ୍ରଥମେ ଗୁରୁତ୍ୱ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି I

Leave a Reply

Your email address will not be published. Required fields are marked *