ଜାଣନ୍ତୁ ହୃଦ ଘାତ୍ ହେବାର କିଛି ଲକ୍ଷଣ

ସବୁଠୁ ଅଧିକ ମୃତ୍ୟୁ heart attack ଦ୍ବାରା ହୋଇଥାଏ। ଏହି heartattak ହେବା ପୂର୍ବରୁ କିଛି ଲକ୍ଷଣ ଦେଖା ଯାଇଥାଏ।

କିନ୍ତୁ ଅଧିକାଂଶ ଲୋକ ଏହାକୁ ଗୁରୁତ୍ବ ଦେଇ ନଥାନ୍ତି। ଯାହା ଦ୍ଵାରା ସେମାନଙ୍କର ମୃତ୍ୟୁ ହୋଇଥାଏ। ହୃତପିଣ୍ଡ ରେ ଯଦି କୌଣସି ଅଂଶ block ହୋଇଯାଏ ତେବେ heartattak ହୋଇଥାଏ।

କାରଣ heart କୁ ଠିକ୍ ଭାବରେ ଅମ୍ଳଜାନ ଯାଇ ପରେ ନାହିଁ। ଏହାକୁ ଯଦି ଠିକ୍ ସମୟ ରେ ଚିକିତ୍ସା କରାଯାଏ ନାହିଁ ତେବେ ଲିକଟିର ମୃତ୍ୟୁ ମଧ୍ୟ ହୋଇ ପରେ। ସେଥି ପାଇଁ ଏହାର ଲକ୍ଷଣ ବିଷୟ ରେ ଅବଗତ ହୋଇବ ଆବଶ୍ୟକ।

ସେଗୁଡିକ ହେଲା

1. ନିଃଶ୍ୱାସ ନେବାରେ କଷ୍ଟ ହେବ। ହୃତପିଣ୍ଡ କୁ ଅମ୍ଳଜାନ ଯୁକ୍ତ ରକ୍ତ ନଗଲେ ଫୁସଫୁସ ଆବଶ୍ୟକ ମୁତାବକ ରକ୍ତ ପାଇନାହିଁ। ସେଥି ପାଇଁ ଶ୍ୱାସ ଜନିତ ସମସ୍ୟା ଦେଖା ଯାଇଥାଏ।
2. ଦ୍ଵିତୀୟ ଲକ୍ଷଣ ହେଉଛି ଦୁର୍ବଳତା। ଶରୀର ରେ ଠିକ୍ ଭାବରେ ରକ୍ତ ସଞ୍ଚାଳନ ହୋଇ ପାରିବ ଦ୍ବାରା ଶରୀର ଦୁର୍ବଳ ଲାଗେ
3. ତୃତୀୟ ଲକ୍ଷଣ ହେଉଛି ମୁଣ୍ଡବୁଲାଇବା। ଶରୀର ରେ ଠିକ୍ ଭାବରେ ରକ୍ତ ସଞ୍ଚାଳନ ହୋଇ ନ ପାରିବା ଦ୍ବାରା ମୁଣ୍ଡ କୁ ଠିକ୍ ପରିମାଣ ରେ ରକ୍ତ ଯାଇ ପାରେନାହିଁ ଓ ମୁଣ୍ଡ ବୁଲାଇ ଦେଇଥାଏ।

4. ଯଦି କିଛି ସମୟ ବିଶ୍ରାମ ନେବା ଦ୍ବାରା ନିଦ ଲାଗେ ଏବଂ ଏହି ପରି ଯଦି ମାସ ମାସ ପର୍ଯ୍ୟନ୍ତ ଲାଗି ରୁହେ ତେବେ ଜାଣିବା ଉଚିତ୍ ଯେ ହୃତପିଣ୍ଡ କୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇ ପାରୁନାହିଁ।
5.ଅତ୍ୟଧିକ ଝଳ ବୋହିବା।
6. ବାନ୍ତି ହେବା।
7. ଅଣ୍ଟା ବା ଛାତି ରେ ଯନ୍ତ୍ରଣା ହେବା

8. ଥକା ଲାଗିବ
9. ଥଣ୍ଡା ଲାଗି ରହିବା।
10. ଛାତି ରେ ଯନ୍ତ୍ରଣା ଅନୁଭବ କରିବା
ଯଦି ଏହିଭଳି କିଛି ଲକ୍ଷଣ ଦେଖା ଯାଏ ତେବେ ଡାକ୍ତର ଙ୍କ ପରାମର୍ଶ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *