ଆସୁଛି ପୁଣି ଏକ ଘୁର୍ଣ୍ଣିଝଡ଼ ,24 ଘଣ୍ଟା ମଧ୍ୟରେ ଓଡ଼ିଶାରେ ବର୍ଷା ସମ୍ଭାବନା

ଆଗାମୀ 48ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ କୋହଲା ରହିବା ସହିତ କିଛି ଜାଗାରେ ବର୍ଷା ଲାଗି ରହିବ ଏନେଇ ପାଣିପାଗ ବିଭାଗ ଆଜି ସୂଚନା ଦେଇଛନ୍ତି I ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେଇଚି ଯାହାକି କ୍ରମଶଃ ଘୂର୍ଣ୍ଣିଝଡର ରୂପ ନେବାକୁ ଯାଉଛି I ଯାହାଫଳରେ ତାମିଲନାଡୁ ଏବଂ ଆନ୍ଧ୍ର ଉପରେ ଏହାର ପ୍ରଭାବ ପଡିବ କିନ୍ତୁ ଓଡିଶା ପାଇଁ ଏହାର ପ୍ରଭାବ ରହିନଥିଲେ ମଧ୍ୟ 12 ତାରିଖ ରୁ 14ତାରିଖ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ବର୍ଷା ସହିତ ପାଗ କୋହଲା ରହିବ I

ଏହାର ପ୍ରଭାବ ରେ ସମୁଦ୍ର ଅଶାନ୍ତ ରହିବ ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପାଣିପାଗ ତରଫରୁ ସୂଚନା ଦିଆଯାଇଛି I

Leave a Reply

Your email address will not be published. Required fields are marked *