କାର୍ତିକ ମାସରେ ସକାଳୁ ତୁଳସି ଗଛ ମୂଳରେ ଏହି ମନ୍ତ୍ର ପଢିଦିଅନ୍ତୁ ସବୁ ମନସ୍କାମନା ପୂର୍ଣ୍ଣ ହେବ

କଳିଯୁଗ ରେ ସାକ୍ଷାତ ଭଗବାନ ଙ୍କ ଅବତାର ହେଉଛନ୍ତି ମା ବୃନ୍ଦାବତୀ ବା ତୁଳସି I ତୁଳସି ଦେବୀଙ୍କୁ ସମସ୍ତେ ନିଜ ଘର ଦ୍ୱାର ନିକଟରେ ରଖି ସକାଳୁ ସ୍ନାନ ସାରି ପୂଜା କରିଥାନ୍ତି I ଶାସ୍ତ୍ର ରେ ରହିଛି କି ତୁଳସି ଗଛ ର ମୂଳରେ ଗଙ୍ଗା ,ଡାଳରେ ବିଷ୍ଣୁ ,ପତ୍ରରେ ସମସ୍ତ ଦେବା ଦେବୀ ବାସ କରିଥାନ୍ତି I ଯଦି ସକାଳୁ ତୁଳସୀ ପୂଜା କରାଯାଏ ତେବେ ସମସ୍ତ ପ୍ରକାର ଦୋଷ ଦୂର ହେଇଥାଏ I

ଆଜିକା ବିଜ୍ଞାନ ଯୁଗରେ ଯେତେ ଆଗେଇଲେ ବି ଭଗବାନ ଙ୍କ ଉପରେ ସମସ୍ତଙ୍କର ବିଶ୍ୱାସ ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ବିଶ୍ୱାସ ରହିବ I ତେବେ ପୁରାଣ ରେ କୁହାଯାଇଛିକି ସବୁଠୁ ପୁଣ୍ୟ ମାସ ହେଉଛି କାର୍ତିକ I କାର୍ତିକ ମାସରେ ଲୋକମାନେ ହବିଷ କରିଥାନ୍ତି ଏବଂ ସକାଳୁ ସ୍ନାନ ସାରି ଦେବଦେବୀ ଙ୍କୁ ସୁମରଣା କରିଥାନ୍ତି ବିଶ୍ୱାସ ରହିଛି କି ଏହି ମାସରେ ଠାକୁର ଙ୍କୁ ସୁମରଣା ଦ୍ୱାରା ସମସ୍ତ ପାପ ନାଶ ହେଇଥାଏ I ତେବେ ଯଦି ଏହି କାର୍ତିକ ମାସର ଯେ କୌଣସି ଦିନରେ ସକାଳୁ ସ୍ନାନ ସାରି ଏକ ତୁଳସି ର ମାଳା ନେଇ ତୁଳସି ମୂଳରେ ବିଷ୍ଣୁ ଙ୍କୁ ସୁମରଣା କରି ତଳେ ଦିଆଯାଇଥିବା ମନ୍ତ୍ର କୁ 108 ଥର ଜପନ୍ତି

ତେବେ ସବୁ ପାପରୁ ଆପଣଙ୍କୁ ମୁକ୍ତି ମିଳିବ ଏବଂ ମନସ୍କାମନା ପୂର୍ଣ୍ଣ ହେବ I

Leave a Reply

Your email address will not be published. Required fields are marked *