ଘରକୁ ସାପ ନ ଆସିବା ପାଇଁ କରନ୍ତୁ ଏହି ପ୍ରତିକାର

ବର୍ତମାନ ଥଣ୍ଡା ସମୟ ଆସିବା ଯୋଗୁ ଅଧିକାଂଶ ସମୟ ଘରେ ସାପ ପଶି ଯାଇଥାନ୍ତି। ଘରେ ସାପ ପଡ଼ିବ ଦ୍ବାରା ସେମାନେ ଅନେକ ଲୋକଙ୍କୁ କାମୁଡି ମଧ୍ୟ ଦେଇଥାନ୍ତି। ସାପ କୁ ଦେଖି ଲୋକମାନେ ଭୟଭୀତ ମଧ୍ୟ ହୋଇ ଯାନ୍ତି।

ଲୋକମାନେ ହଠାତ୍ ଘରେ ସାପ ଦେଖିଲେ ଭୟଭୀତ ହୋଇ ଯାନ୍ତି ଏବଂ ସାପକୁ ମାରି ଦିଅନ୍ତି କିନ୍ତୁ ଏପରି କରିବା ଦ୍ବାରା ସାପ ସମ୍ପୂର୍ଣ୍ଣ ରୂପେ ଘର ତ୍ୟାଗ କରେ ନାହିଁ। ଗୋଟିଏ ସାପ ମାରିଲେ ହୁଏତ ଆଉ ଗୋଟିଏ ସାପ ଘରକୁ ପଶି ଆସି ପରେ। ସେଥି ପାଇଁ କିପରି ସାପ ପଶିବା କୁ ରୋକ ଯାଇ ପାରିବ ସେ ବ୍ୟବସ୍ଥା କରାଯିବ ଉଚିତ୍।
ସାପ କୁ ଘରେ ପଶିବାର ଦେଖିବାକୁ ଅଣଦେଖା କରିବା ଏକ ବହୁତ୍ ବଡ଼ ଭୁଲ। ବିଜ୍ଞାନ ରୁ ଜଣା ଯାଇଛି ଯେ ସାପ ଙ୍କୁ କିରୋସିନି ଗନ୍ଧ ପସନ୍ଦ ନୁହଁ। ସାପ ମାନେ ସର୍ବଦା କିରୋସିନ ଗନ୍ଧ ରୁ ଦୂର ରେ ରହିଥାନ୍ତି।

ସେଥି ପାଇଁ ଘର ର ଚାରିପାଖ ରେ କିରୋସିନି ଛିଞ୍ଚି ଦେବା ଦ୍ବାରା ସାପ ଆଉ ଘରେ ପଶି ପାରନ୍ତି ନାହିଁ। କିନ୍ତୁ ଧ୍ୟାନ ରଖିବା ଉଚିତ୍ ଯେ କିରୋସିନି ରେ ନିଆଁ ମଧ୍ୟ ଲାଗିଥାଏ। ସେଥି ପାଇ କିରୋସିନି ଅଳ୍ପ ଛିଞ୍ଚିବା ଉଚିତ୍। ପ୍ରଥମେ କିରୋସିନି କୁ spray ମେସିନ ରେ ପୁରାଇ ଘରର ଚାରି ପାଖ ରେ ସିଂଚନ କଲେ ସାପ ଘର ଠୁ 2 କିଲୋମିଟର ଦୂର ରେ ରହିଥାନ୍ତି। ଏବଂ ଘର କୁ ପ୍ରବେଶ କରନ୍ତି ନାହିଁ

One Comment on “ଘରକୁ ସାପ ନ ଆସିବା ପାଇଁ କରନ୍ତୁ ଏହି ପ୍ରତିକାର”

Leave a Reply

Your email address will not be published. Required fields are marked *