ପାକିସ୍ତାନ କୁ ପାଣି ବନ୍ଦ କରି ମରୁଭୂମି କରିବା ପାଇଁ ଯୋଜନା କରୁଛନ୍ତି ମୋଦି

ପାକିସ୍ତାନ ଆମର ଅନେକ ଦିନର ଶତ୍ରୁ ଅଟେ। ଅନେକ ଥର ସେ ଭାରତ କୁ ଆକ୍ରମଣ ମଧ୍ୟ କରିଛି। କିନ୍ତୁ ମୋଦି ସରକାର ଆସିବ ପରେ ପାକିସ୍ତାନ ର ଚିନ୍ତା ବଢ଼ି ଯାଇଛି। କାରଣ ପାକିସ୍ତାନ କୁ ସମସ୍ତ କାର୍ଯ୍ୟ ରେ ପଛରେ ପକାଇବାକୁ ମୋଦି ସର୍ବଦା ଚେଷ୍ଟିତ।

ପାକିସ୍ତାନ କୁ ପ୍ରବାହିତ ହେଉଥିବା ନଦୀ ରେ ବନ୍ଧ ବାନ୍ଧି ଭାରତ ପାକିସ୍ତାନ କୁ ଜଳ ବନ୍ଦ କରିଦେଇଛି। ତା ସହିତ ପାକିସ୍ତାନ ବିଶ୍ଵ ରେ ଏକ ଘାରକିଆ ହୋଇଥିବାରୁ ତାର ଅର୍ଥନୀତି ଅତି ବିପନ୍ନ ହୋଇଛି। ଏହାଦ୍ୱାରା ପାକିସ୍ତାନ ବହୁତ୍ ଅସୁବିଧାରେ ସମ୍ମୁଖିନ ହୋଇଛି। କିନ୍ତୁ ଏତିକିରେ ମୋଦୀଙ୍କ ମନ ଶାନ୍ତି ହୋଇ ନାହିଁ। ଆଫଗାନିସ୍ତାନ ରୁ ପାକିସ୍ତାନ କୁ ଆସୁଥିବା ନଦୀ ଗୁଡ଼ିକ ରୁ ଜଳ କିପରି ଅଟକାଯାଇ ପାରିବ ସେ ବିଷୟରେ ଭାରତ ଚିନ୍ତା କରୁଛି।

ଆଫଗାନିସ୍ତାନ ରୁ ବାହାରି ପାକିସ୍ତାନ କୁ ଯାଇଥିବା କାବୁଲ ନଦୀ ଉପରେ ଆଫଗାନିସ୍ତାନ ପକ୍ଷରୁ ସହାଟୁତ୍ ଠାରେ ଏକ ନଦୀବନ୍ଧ ନିର୍ମାଣ କରାଯାଉଛି। ଭାରତ ର ସହାୟତା ରେ ଆଫଗାନିସ୍ତାନ ଏହି ପ୍ରକଳ୍ପ ର ନିର୍ମାଣ କରୁଛନ୍ତି। ଏହି ବନ୍ଧ ତିଆରି ହେଲେ କାବୁଲ ନଦୀ ରେ ଜଳ ପ୍ରବାହ କମିଯିବ। ଫଳରେ ପାକିସ୍ତାନ ରେ ଜଳ ସଙ୍କଟ ପଡ଼ିଯିବ। ଏବଂ ପାକିସ୍ତାନ ଭାରତ ନିକଟରେ ଜଳ ପାଇଁ ମୁଣ୍ଡ ନୁଆଇଁବ। ଏହା ହିଁ ଭାରତ ର ମୁଖ୍ୟ ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *