ରାକ୍ଷୀ ଙ୍କୁ କଚାଡି ଦେଇଥିବା ରେସଲର ର ଅଣ୍ଟା ଭାଙ୍ଗିବାକୁ ଖଲି ଙ୍କ ସାହାଯ୍ୟ ମାଗିଲେ ଡ୍ରାମା କୁଇନ

ନିଜର ଡ୍ରାମା ପାଇଁ ସବୁବେଳେ ଚର୍ଚିତ ଥିବା ରାକ୍ଷୀ ବିଗତ କିଛିଦିନ ତଳେ ବିଦେଶୀ ରେସଲର ଙ୍କ ସହିତ ପଙ୍ଗା ନେଇ ଚିଡ଼ାଇବାରୁ ରେସଲର ଜଣଙ୍କ ରାଗିକି ରାକ୍ଷୀ ଙ୍କୁ ଫୋପାଡ଼ି ଦେଇଥିଲେ I ଏଥିଯୋଗୁ ରାକ୍ଷୀଙ୍କ ଅଣ୍ଟା ଭାଙ୍ଗିଯାଇଥିବା ଅଭିଯୋଗ କରିଥିଲେ ଏବଂ ହସ୍ପିଟାଲ ରେ ମଧ୍ୟ ଭର୍ତି ହେଇଥିଲେ I ତେବେ ଆଜି WWEର ଫେମସ ରେସଲର ଦ ଗ୍ରେଟ ଖଲୀ ରାକ୍ଷୀ ଙ୍କୁ ଦେଖା କରିବାକୁ ଯାଇଥିବା ବେଳେ କାନ୍ଦିଥିଲେ ରାକ୍ଷୀ ଏବଂ ସେହି ବିଦେଶୀ ରେସଲର ଙ୍କୁ ସେମିତି ଉଚିତ ଶିକ୍ଷା ଦେବାକୁ ଅନୁରୋଧ କରିଥିଲେ I

କହିଥିଲେ କି ତାକୁ ଟେକି ଫୋପାଡ଼ି ଦିଅ ଯେମିତି ତାର ଅଣ୍ଟା ଭାଙ୍ଗିଯିବ I ଏବଂ ତନୁଶ୍ରୀ ମଧ୍ୟ ଏଥିପାଇଁ ଦାୟୀ ତାକୁ ବି ଦଣ୍ଡ ଦିଅ I

Leave a Reply

Your email address will not be published. Required fields are marked *