ଏସ ବି ଆଇ ର ପେଟ୍ରୋଲ ଅଫର, ୧୦୦ ଟଙ୍କା ର ପେଟ୍ରୋଲ ଭରିଲେ ମିଳିବ ଅଧିକ ୫ ଲିଟର ପେଟ୍ରୋଲ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନେଇ ଆସିଚି ଏହି ଧମାଧାର ଅଫର। ଏହି ଅଫର ଅନୁଯାୟୀ ଯଦି କୌଣସି ଗ୍ରାହକ ଇଣ୍ଡିଆନ୍ ଅ ଏଲ୍ ର କୌଣସି ବି ପେଟ୍ରୋଲ ପମ୍ପ ରୁ ଅତି କମ୍ ରେ ୧୦୦ ଟଙ୍କା ର ପେଟ୍ରୋଲ କିଣି ଭିମ୍ ଆପ୍ ମାଧ୍ୟମ ରେ ପେମେଣ୍ଟ୍ କରନ୍ତି ତାହେଲେ ସେ ଜିତି ପାରନ୍ତି ୫ ଲିଟର ପେଟ୍ରୋଲ ସମ୍ପୂର୍ଣ୍ଣ ମାଗଣା ରେ।

କିପରି ମାଗଣା ରେ ମିଳିବ ପେଟ୍ରୋଲ

Sbi ର ସୂଚନା ଅନୁସାରେ ଗ୍ରାହକ ପେଟ୍ରୋଲ ଭରିବା ସମୟରେ ଭୀମ ଅାପ୍ ରୁ ପେମେଣ୍ଟ କରିବେ ଏବଂ payment ନମ୍ୱର୍ ରେ ଲେଖି ୯୨୨୨୨୨୨ କୁ ଏକ SMS କରିବାକୁ ପଡ଼ିବ।

ଏହା କରିବା ଦ୍ଵାରା ଆପଣ ୫ ଲିଟର ପେଟ୍ରୋଲ ପାଇଁ ଲାଇନ ରେ ରହିବେ। ଏବଂ ଆପଣଙ୍କ ନମ୍ୱର୍ ଆସିଲେ ଆପଣଙ୍କୁ ଯୋଗ ଯୋଗ କରାଯିବ।

ଅଧିକ ସୂଚନା ପାଇଁ

ଏହା ସମ୍ପର୍କ ରେ ଅଧିକ ଜାଣିବା ପାଇଁ କିମ୍ବା କୌଣସି ବି ଅଭିଯୋଗ କରିବା ପାଇଁ ଏକ ଟୋଲ୍ ଫ୍ରି ନମ୍ୱର୍ ମଧ୍ୟ ଯୋଗାଇ ଦିଆ ଯାଇଛି। ଏହି ନମ୍ୱର୍ ହେଉଛି ୧୮୦୦୨୨୮୮୮୮

Leave a Reply

Your email address will not be published. Required fields are marked *