ମର୍ଣିଂ ୱ୍ୟାକ୍ ବେଳେ ଏସପି ଙ୍କୁ ଟାଙ୍ଗିଆ ରେ ଆକ୍ରମଣ କରି ଲୁଟ୍

ଆଜି ସକାଳେ ହୋଇଛି ଅବସର ପ୍ରାପ୍ତ ଏସପି ଙ୍କ ପାଖରୁ ଲୁଟ୍। ଆଜି ସକାଳେ ଅବସର ପ୍ରାପ୍ତ ଏସପି ବିଶ୍ନୁପ୍ରଶାଦ୍ ମର୍ଣିଂ ୱାର୍କ ରେ ଆସିଥିବା ସମୟ ରେ କେହି ଜାଣି ଦୁର୍ବୃତ୍ତ ତାଙ୍କ ପଛ ମୁଣ୍ଡ କୁ ଏକ ଟାଙ୍ଗିଆ ରେ ଆକ୍ରମଣ କରିଥିଲେ। ଏହା ପରେ ସେ ତାଙ୍କ ପାଖରୁ ୩୦୦ ଟଙ୍କା ଲୁଟି ନେଇଥିଲେ।

ଏହି ଆକ୍ରମଣ ରେ ବିଶ୍ନୁପ୍ରସାଦ ଙ୍କ ମୁଣ୍ଡ ରେ ଆଘାତ ଲାଗିଛି। ବିଶ୍ନୁପ୍ରସାଦ ବୌଦ୍ଧ ରେ ଏସପି ଥିଲେ। ଏ ନେଇ ସେ ଥାନା ରେ ଅଭିଯୋଗ ଦାଖଲ କରିଛନ୍ତି। ଆଶଙ୍କା କରାଯାଉଛି ଲୁଟ୍ ଉଦ୍ଦେଶ୍ୟ ରେ କେହି ଜଣେ ଦୁର୍ବୃତ୍ତ ଏପରି କରିଛି।

Leave a Reply

Your email address will not be published. Required fields are marked *