ସୋସିଆଲ ମିଡ଼ିଆ ରେ ଭାଇ ରାଲ ସଲମାନ୍ ଓ ନବୀନ ଙ୍କ ଫୋଟୋ

ଆଜି ହକି ର ଉଦ୍ଘାଟନ ଦିବସ ର ଦ୍ଵିତୀୟ ଦିନରେ ଦେଖିବାକୁ ମିଳିଛି ସଲମାନ୍ ଙ୍କୁ। ସଲମାନ୍ ସନ୍ଧ୍ୟା ରେ ଆସି ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚି ସେଠାରୁ ସିଧା କଟକ ଅଭିମୁଖେ ଯାତ୍ରା କରିଥିଲେ।

ଏହା ଭିତରେ ନବୀନ ଙ୍କ ସହ ସାକ୍ଷାତ ମଧ୍ୟ କରି ଫୋଟୋ ଉଠାଇ ଥିଲେ ଯାହା ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇ ରାଲ୍ ହେବାକୁ ଲାଗିଛି। ସମସ୍ତଙ୍କ ଷ୍ଟା ଟସ୍ ରେ ଦେଖିବାକୁ ମିଳିଛି ଏହି ଫୋଟୋ।

ଏହା ସହ ସଲମାନ୍ ଏବଂ ଏ ଆର୍ ରେହେମନ୍ ଙ୍କୁ କଟକ ରେ ସମ୍ବର୍ଦ୍ଧିତ କରିଥିଲେ ନବୀନ ପଟ୍ଟନାୟକ।

ସଲମାନ୍ ଓଡ଼ିଆରେ କହିଥିଲେ ବାଲିଯାତ୍ରା କିପରି ଚାଲିଛି ଏବଂ ଯାଏ ଜଗନ୍ନାଥ।

ଏହାକୁ ଶୁଣିବା ପରେ ସଲମାନ୍ ଙ୍କ ଫ୍ୟାନ ମାନଙ୍କ ଖୁସିର ସୀମା ନଥିଲେ।

Leave a Reply

Your email address will not be published. Required fields are marked *