ଏକା ଦିନରେ କାହିଁକି ଦଳ ଛାଡିଲେ ଓଡିଶା ରାଜନୀତି ର ଦୁଇ ମହାରଥୀ

ଓଡିଶା ରାଜନୀତି ର ଦୁଇ ଜଣ ଚର୍ଚିତ ଚରିତ୍ର ବିଜୟ ମହାପାତ୍ର ଏବଂ ଦିଲୀପ ରାୟ ଆଜି ଦଳ ଛାଡିବାକୁ ନେଇ ଯେତିକି ଚର୍ଚା ନହେଉଛି ବିଜେଡି ରେ ମିଶିବା ନେଇ ଚର୍ଚା ଚାଲିଛି I ଗତକିଛି ଦିନ ଧରି ଦୁଇଜଣ ବିଜେପି ଛାଡିବା ନେଇ ଜୋରଦାର ଚର୍ଚା ହେଉଥିଲା ଶେଷରେ ସବୁ ଚର୍ଚା ର ଅନ୍ତ ଘଟାଇ ଦୁଇଜଣ ଯାକ ଦଳରୁ ଇସ୍ତଫା ଦେଇଛନ୍ତି I ଶୁଣାଯାଉଛି ଖୁବ ଶୀଘ୍ର ବିଜେଡି ରେ ଦୁହେଁ ମିଶିବେ ଯଦିଓ ଦୁଇଜଣ ସେମିତି କିଛି ପ୍ରତିକ୍ରିୟା ଦେଇନାହାନ୍ତି ତେବେ ପାରିପାର୍ଶିକ ପରିସ୍ଥିତି ସେୟା ହିଁ କହୁଛି I ଏମିତିରେ ବି ବିଜେଡି ଗଠନ ରେ ବିଜୟ ଏବଂ ଦିଲୀପ ଙ୍କର ପ୍ରମୁଖ ଭୂମିକା ଥିଲା I ଶୁଣାଯାଉଛି ବିଜେଡି ପ୍ରତିଷ୍ଠା ଦିବସ ରେ ଦୁଇଜଣ ଯାକ ବିଧିବଧ ଭାବରେ ବିଜେଡି ରେ ଯୋଗ ଦେବେ I

Leave a Reply

Your email address will not be published. Required fields are marked *