ଅଚାନକ ମୁଖ୍ୟମନ୍ତ୍ରୀ ପହଞ୍ଚିଯିବାରୁ ଭୟରେ ଆଥଲେଟ୍ ଙ୍କ ପରି ଦୌଡିଲେ ମହିଳା କଲେକ୍ଟର

କୁହାଯାଏ ଜଣେ କଲେକ୍ଟର ବା ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲାର ମୁଖ୍ୟ କିନ୍ତୁ ଜିଲ୍ଲାପାଳ ଯେ ମୁଖ୍ୟମନ୍ତ୍ରୀ ଙ୍କ ଅଚାନକ ପରିଦର୍ଶନ ରେ ଭୟଭୀତ ହେଇ ଆଥଲେଟ ଙ୍କ ପରି ଦୌଡ଼ିବେ ତାହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି I ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ପ୍ରାପ୍ତ ସୂଚନା ଅନୁଯାଇ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ବହରାଇଚ୍ ଜିଲ୍ଲା ପରିଦର୍ଶନ କରିବାକୁ ଯାଇଥିଲେ ଯାହାକି କୌଣସି କର୍ମଚାରୀ ଙ୍କୁ ଅବଗତ ନଥିଲା ତେବେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ପହଁଚିବା କ୍ଷଣି ଜିଲ୍ଲାପାଳ ମାଲା ଶ୍ରୀବାସ୍ତବ ଙ୍କ ପାଖରେ ଖବର ପହଞ୍ଚିଯିବାରୁ ବିଜୁଳି ବେଗରେ ନିଜ କକ୍ଷ ଛାଡି ଆଥଲେଟ ଙ୍କ ପରି ଦୌଡ଼ି କି ଯାଇ ଗାଡ଼ିରେ ବସି ମୁଖ୍ୟମନ୍ତ୍ରୀ ଙ୍କୁ ଦେଖା କରିବାକୁ ଯାଇଥିଲେ I ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *